ବିଜୟା ଦଶମୀନେ ମହାପ୍ରଭୁଙ୍କର ସୁନାବେଶ

ଶ୍ରୀମନ୍ଦିରନେ ମହାପ୍ରଭୁ ସୁନାବେଶରେ ବିଜେ କରିଛନ୍‌

0

ବିଜୟୀ ଦଶମୀନେ ଶ୍ରୀମନ୍ଦିରନେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛେ ସ୍ୱତନ୍ତ୍ର ନୀତିକାନ୍ତି । ଇତାର ସାଙ୍ଗେ ମହାପ୍ରଭୁଙ୍କୁ ସୁନା ବେଶନେ ସଜ୍ଜିତ କରାଯାଇଛେ । ଅବକାଶ ନୀତି ଉତାରୁ ମହାପ୍ରଭଙ୍କୁ ଭରି ଭରି ସୁନାନେ ସଜାଯାଇଛେ । ବଛରକେ ୫ଥର ମହପ୍ରଭୁଙ୍କର ସୁନାବେଶ ନୀତି ଅନୁଷ୍ଠିତ ହେଉଥିବାର ବେଲକେ ବିଜୟା ଦଶମୀନେ ଭିଲ ସୁନାବେଶନେ ଭକତଙ୍କୁ ଦର୍ଶନ ଦେଇଥିସନ୍ ଚତୁର୍ଦ୍ଧାମୂର୍ତ୍ତି । ହେଲେ ଇ ବଛର କରୋନା ମହାମାରୀ ଲାଗି ଭକତଙ୍କୁ ମନ୍ଦିର ବାରଣ କରାଯାଇଛେ । ଯେନଥିର ଲାଗି ମହାପ୍ରଭୁଙ୍କର ଦର୍ଶନନୁ ବଂଚିତ ରହିଛନ୍ତି ଶ୍ରଦ୍ଧାଳୁ । ଖାଲି ସେବାୟତ ମନ୍ଦିରକେ ଯାଇକରି ମହାପୁରୁଙ୍କର ସବୁ ନୀତିକାନ୍ତି କରିଛନ୍ । ପରମ୍ପରା ହିସାବେ ଇ ବଛର ପଡୁଥିବାର ଚତୁର୍ଦ୍ଧା ବିଗ୍ରହଙ୍କର ନାଗାର୍ଜୁନ ବେଶ ପ୍ରସ୍ତୂୁତି ଲାଗି ଶୁଭ ଅନୁକୂଳ କରାଯାଇଛେ ।

Leave A Reply

Your email address will not be published.