‘ସୁଜଳ’ ଯୁଜନାନେ ଫି ଘରକେ ପୁହୁଁଚିବା ପାଏନ୍‌

‘ସୁଜଳ’ ମିଶନର ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ

0

ଏତକର ସୁବିଧାନେ ଲୋକ ପାଇପାରବେ ସଫା ପିଇବାର ପାଏନ୍ । ଲୋକଙ୍କୁ ସୁବିଧାନେ ପିଇବାର ପାଏନ ଯୁଗାବାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ ବା ସୁଜଳ ଯୁଜନାର ମୂଲ କରିଛନ୍ । ଆଏଝ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂଥି ଇ ଯୁଜନାର ଉଦଘାଟନ କରିଛନ୍ । ଇ ଯୁଜନା ହିସାବେ ଭୁବନେଶ୍ୱର ଆର ପୁରୀର ୧୨ଟା ଜୋନନେ ଟେପ୍ ବାଟେ ସଫା ପିଇବାର ପାଏନ ଯୁଗାଯିବା । ଇଆଡୁ ଦୁହି ସହରର ୨ଲାଖ୍‌ନୁ ଜହ ଲୋକ ଉପକୃତ ହେଇପାରବେ । ରାଜ୍ୟର ୪ଟା ସହର ଭୁବନେଶ୍ୱର, ପୁରୀ, ରାଉରକେଲା, ଆର ବ୍ରହ୍ମପୁରନେ ୩ ଲାକ୍ ଘରକେ ପିଇବାର ପାଏନ୍ ଯୁଗାବାର ଲାଗି ମିଟର ଖଂଜା ଯାଇଛେ । ଇଆଡୁ ୨୨ ଲାଖ୍ ଲୋକ ଇତାର ଲାଭ ପାଇପାରବେ । ଓମବାଡସି ଆର ରାଜ୍ୟ ପାଣ୍ଠିନୁ ୧୩ଶହ କୁଟି ଟଙ୍କା ଖର୍ଚ୍ଚାନେ ରାଜ୍ୟର ୧୫ଟା ସହରକେ ଟ୍ୟାପ୍ ସଂଯୋଗ କରାଯିବାର ସାଙ୍ଗେ ଫି ଘରକେ ପିଇବାର ପାଏନ୍ ଯୁଗାବାର ଲାଗି ଇ ଯୁଜନାର ମୂଲ କରିଛନ୍ ମୁକ୍ୟମନ୍ତ୍ରୀ । ଇ ଯୁଜନାର ପରିଚାଲନା ଭାର ଲାଗି ୨୧୮ ଝନ ଜନସାଥୀଙ୍କୁ ନିଯୁକ୍ତି ଦିଆଯାଇଛେ । ପ୍ରବାସୀ ଶ୍ରମିକଙ୍କୁ ପାଇପ ମିସ୍ତ୍ରୀ ଭାବେ ସାର୍ଟିଫିକେଟ୍ ଦିଆଯାଇଛେ । ଲୁକଙ୍କର ଅଭିଯୁଗର ସମାଧାନ ଲାଗି ୨୪ ଘଂଟିଆ ସହାୟତା ସେଂଟର ଖୁଲାଯାଇଛେ ।

Leave A Reply

Your email address will not be published.