ସମକୁଁ ମାହାଲିଆନେ ଦିଆଯିବା ଟିକା

0

କରୋନା ଟିକା ମାହାଲିଆନେ ଦିଆଯିବା ସମକୁଁ । ଗଲାକାଲି ରାଜ୍ୟବାସୀକୁଁ ସମ୍ବୋଧନ୍ କରି ଏନ୍ତା କହିଛନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ଟିକାର ଦାମ୍ କେ ନେଇ ସାରା ରାଜ୍ୟନେ ଜୋରସୋର ଆଲୋଚନା ହେଉଥିବାର୍ ବେଲକେ ଲୁକକୁଁ ମାହାଲିଆନେ ଟିକା ଦେବାର୍ ଲାଗି କହିଛନ୍ । ଯେନଥିରଲାଗି ଖର୍ଚ୍ଚା ହେବା ୨୦୦୦ କୋଟି ଟଙ୍କା । ଯେନଥିରଲାଗି ସୁବିଧା ପାଏବେ ପାଖାପାଖି ୨ କୋଟି ଲୋକ୍ । ଟିକାକେ ନେଇ ଆର କାଣା କାଣା କହିଛନ୍ ମୁଖ୍ୟମନ୍ତ୍ରୀ ଦେଖମା ଇ ଭିଡିଓନେ ।

Leave A Reply

Your email address will not be published.