କଟକଣା ଭିତରେ ହେବା ଛତର ଯାତ୍ରା

ଭବାନୀପାଟଣାନେ ୨୩ନୁ ୨୫ ତାରିଖ ତକ୍ ୧୪୪ ଧାରା ଜାରି କରାଗଲା 

0

ମାଁ ମାଣିକେଶ୍ୱରୀଙ୍କ ଛତର ଯତରା ଲାଗି ଚାଲିଛେ ତୟାରି । ଆଏବାର ୨୪ ତାରିଖନେ ହେବା ଛତର ଯାତରା । ଇ ବଛର କରୋନା କଟକଣା ଭିତରେ ମାଁଙ୍କର ଯତରା ହେବା । କଳାହାଣ୍ଡି ଜିଲ୍ଲାନେ କରୋନା ସଂକ୍ରମତିଙ୍କର ସଂଖ୍ୟା ବଢୁଥିବାର ବେଲେ ଭିଡ ହେଲେ ସଂକ୍ରମଣ ଆହୁରି ବଢବାର ଡର ରହିଛେ । ଯେନଥିର ଲାଗି ୧୪୪ ଧାରା ଜାରି କରାଯାଇଛି । ଆଝି ମଝାରାତିନୁ ଆଏବାର ୨୫ ତାରିଖ ମଝା ରାତି ତକ୍ ୧୪୪ ଧାରା ଲାଗୁ ରହେବା ଭବାନୀପାଟଣା ସହରେ । ଇତାର ସାଙ୍ଗେ ଗୁଟେ ଜାଗାନେ ୪ଝନ ଜହ ଲୋକ ଠୋଲ ନାଇଁ ହେବାର ଲାଗି ନିର୍ଦ୍ଦେଶ ଦିଆଯାଇଛେ । ଇନେଇକରି କଳାହାଣ୍ଡି ଜିଲ୍ଲାପାଳ ଗାଇଡଲାଇନ୍ ଜାରି କରିଛନ୍ । ଭବାନୀପାଟଣା ପୌରାଞ୍ଚଳ ଭିତରକେ ବାହାର ଲୋକଙ୍କର ପ୍ରବେଶଥି ଭିଲ ରୋକ୍ ଲଗାଯାଇଛି । ଆଏବାର ୨୩ରୁ ୨୫ ତାରିଖ ତକ୍ ଇ ନିୟମ ଲାଗୁ ହେବା । ଜରୁରୀ ହାଲତନେ ହି ଖାଲି ଛଡାଯିବା । ଇ ବଛର ଛତର ଯାତ୍ରା ସୋସିଆଲ ମିଡିଆ ଆର ଗଣମାଧ୍ୟମ ଜରିଆନେ ଟେଲିକାଷ୍ଟ କରାଯିବା ।

Leave A Reply

Your email address will not be published.