ଇଟା କରୋନାର କେନ୍ତା ରୂପ୍ ..

0

ମରବାରକେ ସମକୁଁ ଡର, ନିଜର ଲୁକକୁଁ ଛାଡିକି ଯିବାର୍ ସମକୁଁ ଡର, ଆର୍ ନିଜର ଲୁକକୁଁ ହରାବାର ବି ସମକୁଁ ଡର । ଇହାଦେ ତକ୍ ମୃତ୍ୟୁ ଜୀବନ୍କେ ଡରଉଥିଲା, ହେଲା ଗଲା ୧୦୦ ବର୍ଷ ଭିତରେ ମୃତ୍ୟୁର ଏତକି ଭୟଙ୍କର ରୂପ ଦେଖବାରକେ ନାଇଁ ମିଲିଥାଇ । ସମକୁଁ ଡର ଇଟା ଲାଗୁଛେ ଏବେ ମରିଗଲେ କେନ୍ତା ହେବା । ଜୀବନ୍ ଗଲେ ନା ୪ ଟା ଖଁନ୍ଦ୍ ମିଲବା, ନାଁ ଶେଷ୍ ସଂସ୍କାର କରାଯିବା । ସ୍ମଶାନ୍ ଥି ନିଆଁ ଠିକ୍ ସେ ନାଇଁ ମିଲେ , କବରସ୍ଥାନନେ ଜାଗା ବି ନାଇଁ ମିଲେ । ଆର୍ ଖାସ୍ ଇଥିରଲାଗି ମରବାରକେ ବି ଇହାଦେ ଡର ଲାଗୁଛେ । ଅଜବ୍ ଲାଗୁଛେ କରୋନା ଜୀବନ୍ ର ସୁଖ୍କେ ତ ନେଇଯାଇଛେ ଏନ୍ତା ଅବସ୍ଥା ଇହାଦେ ଯେ ମଲେ ବି ଶାନ୍ତି ନାଇଁ

Leave A Reply

Your email address will not be published.