୧୭ ତାରିଖନୁ ବଢବା ଜାଡ୍

ରାଜ୍ୟନେ ଫେର୍ ବଢବା ଜାଡ୍‌, ୧୬ ତାରିଖନେ କିଛି ଜାଗାନେ ହେବା ବର୍ଷା

0

ରାଜ୍ୟନେ ଇହାଦେ ଜାଡ୍‌ର ପ୍ରଭାବ ଟିକେ କମିଛେ । ଗୁଟେ ଜାଗାନ ୧୦ ଡିଗ୍ରୀ ତଲେ ପାରା ଥିବାର ବେଲକେ ୧୨ନୁ ୧୫ ଡିଗ୍ରୀ ଭିତରେ ରହିଛେ ଓଡ଼ିଶାର ଭିନ୍ ଭିନ୍ ଜାଗାର ପାରା । ଆଗକେ ଫେର୍ ଜାଡ୍ ବଢବାର ନେଇକରି ପାଣିପାଗ ବିଭାଗ ଆଡୁ ସୂଚନା ଦିଆଯାଇଛେ । ଆଏବାର ୧୬ ତାରିଖ୍‌ନେ ଉତ୍ତର ଆରୁ ପଶ୍ଚିମ୍ ଓଡ଼ିଶାର କିଛିଟା ଜାଗାନେ ହାଲକା ବର୍ଷା ହେବାର ସମ୍ଭାବନା ରହିଛେ । ଆଏବାର ୧୬ ତାରିଖ ପାରା ବଢବାର ସାଙ୍ଗେ ଜାଡ୍ କମବା । ସେନ୍ତା ୧୭ ତାରିଖନୁ ରାଜ୍ୟନେ ଫେର୍ ଥରେ ଜାଡ୍ ବଢବା ଆରୁ କୁହଲା ପାଗ୍ ରହେବା ବଲି ପାଣି ବିଭାଗ ବିଶେଷଜ୍ଞ କହୁଛନ୍ । ଆଏବାର ଦୁଇ ଦିନ୍ ତକ୍ ରାଜ୍ୟର କେତେଟା ଜାଗାନେ କୁହୁଲିଆ ପାଗ୍ ରହେବା ।

ସେଆଡେ ଆଏବାର ୩ ଦିନ୍ ତକ୍ ପାଗ ଶୁଖା ରହେବା ରାଜ୍ୟନେ ଇତାର ବାଦ୍ ୧୬ ତାରିଖ ଆଡେ କିଛିଟା ଜାଗାନେ ବର୍ଷା ହେବା । ଆଏବାର କାଲିନୁ ରାଜ୍ୟର ଭିନ୍ ଭିନ୍ ଜାଗାନେ ସବୁନୁ କମ୍ ୧ ରୁ ଦେଢ୍ ଡିଗ୍ରୀ ତକ୍ ପାରା ବଢବା ଆରୁ ଜାଡ୍ ଟିକେ କମବା । ଆର ଫେର୍ ୧୭ ତାରିଖ୍‌ନୁ ଶୀତ୍ ବଢବା । ଆଏଜ୍ କେନ୍ଦ୍ରୀୟ ଭାରତ ଉପରେ ଗୁଟେ ଗୁରୁଚାପ୍ ବଲୟ ରହିଛେ । ଇଟା ୧୫ ଆରୁ ୧୬ ତାରିଖ ତକ୍ ଓଡ଼ିଶା ଉପରେ ରହେବା । ୧୮ ତାରିଖ ଆହେ ଇଟା ପଶ୍ଚିମ ଆଡକେ ଯିବା । ୧୭ ତାରିଖ ପରେ ବର୍ଷା ଛାଡଲେ ରାଜ୍ୟନେ ୪ନୁ ୫ ଡିଗ୍ରୀ ତକ୍ ପାରା କମବା ଆରୁ ଜାଡ୍ ଫେର୍ ବଢବା ।

Leave A Reply

Your email address will not be published.