ମେଟ୍ରିକ୍ ପରୀକ୍ଷା ଫର୍ମ ଫିଲ୍‌ଅପ୍ ଇହାଦେର ଲାଗି ବନ୍ଦ

ସ୍କୁଲ ଆରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଦେଲେ ନିର୍ଦ୍ଦେଶ

0

ଶିକ୍ଷାବର୍ଷ ମୁଲ ନାଇଁ ହେଉନୁ ରାଜ୍ୟନେ ମେଟ୍ରିକ୍ ପରୀକ୍ଷା ଲାଗି ଫର୍ମ ଫିଲ୍‌ଅପ୍ କଥା ଜୋର୍ ଧରିଛେ । ସେଆଡେ ଫର୍ମ ଫିଲଅଫ୍ ବିଜ୍ଞପ୍ତିକେ କାଢିଦେବାର ଲାଗି କହିଛନ୍ ସ୍କୁଲ ଆରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ପହେଲାନୁ ମାଧ୍ୟମିକ ଶିକ୍ଷା ପରିଷଦ ୯ ତାରିଖନୁ ମେଟ୍ରିକ୍ ପରୀକ୍ଷା ଲାଗି ଫର୍ମ ଫିଲଅପ୍ କରବାକେ ବିଜ୍ଞପ୍ତି ଦେଇଥିଲେ । କରୋନା ସମିଆଁନେ ପାଠପଢା ଠିକ୍ ହିସାବେ ନାଇଁ ହେଇଥିବାର ବେଲକେ ପରୀକ୍ଷା କେନ୍ତା ବଲିକରି ସବାଲ୍ ଉଠେଇଥିଲେ ଓଷ୍ଟା । ଆରୁ ଶେଷେ ମେଟ୍ରିକ୍ ପରୀକ୍ଷା ଫର୍ମ ଫିଲଅପ୍ ପ୍ରକ୍ରିୟାକେ ଇହାଦେର ଲାଗି ବନ୍ଦ ରଖାଯାଇଛେ । ଗଣଶିକ୍ଷା ମନ୍ତ୍ରୀକଁର ନିର୍ଦ୍ଦେଶ ବାଦ୍ ମାଧ୍ୟମିକ ଶିକ୍ଷା ପରିଷଦ୍ ଆଡୁ ଇହାଦେ ମେଟ୍ରିକ୍ ପରୀକ୍ଷା ଫର୍ମ ଫିଲଅପ୍ ବନ୍ଦ ରଖାଯାଇଛେ ।

Leave A Reply

Your email address will not be published.