Browsing Tag

bollywood masala

ଆକ୍ଟିଂ ଦୁନିଆଁକେ ଇମ୍ରାନ୍‌କଁର ବାଏ ବାଏ…

ଅଭିନୟ ଦୁନିଆଁ ଛାଡଲେ ବଲିଉଡ ଅଭିନେତା ଇମ୍ରାନ୍ ଖାନ୍ । ୨୦୦୮ ମସିହାନେ ଫିଲ୍ମ ‘ଜାନେ ତୁ ୟା ଜାନେନା’ ଫିଲ୍ମନୁ ଡେବ୍ୟୁ କରିଥିଲେ । ପହେଲା ଫିଲ୍ମନୁ ହିଁ ସେ ନିଜର ଅଭିନୟର ଯାଦୁଥି ଦର୍ଶକକଁର ମନ ଘିନିଥିଲେ । ୨୦୧୫ ସାଲେ କଟ୍ଟିବଟ୍ଟି ଫିଲ୍ମ ଜରିଆନେ ଦେଖନାହାରୀକଁର ଆହୁରି ପାଶେ ପହୁଞ୍ଚି…

୫୫ ବରଷ୍‌ଥି କିଙ୍ଗ ଖାନ୍‌

ବଲିଉଡ୍ ସୁପର୍‌ଷ୍ଟାର୍ କିଙ୍ଗ ଖାନ୍ ୫୫  ବରଷ୍‌ଥି ପାହାଁ ଥାପିଛନ୍ । ନିଜର ରୋମାଟିଂକ୍ ଲୁକ୍ ଆର୍ ଅନ୍ଦାଜ୍ ଲାଗି ଫେମସ୍ ଶାହାରୁଖ୍ ଖାନ୍‌କଁର ଆଏଝ ହେଲା ଜନମ୍ ଦିନ୍ । ତାକଁର ଜନମ୍ ଦିନେ ଫ୍ୟାନ୍ ମାନକଁର ଶୁଭେଚ୍ଛାର ଧାର୍ ଲମ୍ବୁଛେ । ନିଜର ଫିଲିମ୍ କେରିୟରଥି ସେ ଖୋବଟେ ନାଁକରା ଫିଲ୍ମ…

ବିହା ହେବେ କାଜଲ

ଫିଲ୍ମ ଇଣ୍ଡଷ୍ଟ୍ରି ନେ ଚାଲିଛେ ମେରେଜ ସିଜ୍‌ନ । ବଲିଉଡ ସିଙ୍ଗର ନେହା କକ୍କରଙ୍କର ଉତାରୁ ଇହାଦେ ବାରି ସାଉଥ ଏକ୍ଟ୍ରେସ୍ କାଜଲ ଅଗ୍ରୱାଲଙ୍କର । ମୁମ୍ବାଇର ଶିଲ୍ପପତି ଗୌତମ କିଚୁଲଙ୍କୁ ନିଜର୍ ଜୀବନସାଥି ଭାବେ ବାଛିଛନ୍ କାଜଲ । ଖାଲି ନିଜର ଫ୍ୟାମିଲର କିଛି ଝନ୍ ବିହାଘରେ ସାମିଲ ହେବାକେ…

ନୂଆଁ ଅବତାରନେ ଶ୍ରଦ୍ଧା

ବଲିଉଡ ନାୟିକା ଶ୍ରଦ୍ଧା କପୁରଙ୍କର ଅପକମିଂ ଫିଲ୍ମକେ ନେଇକରି ଇହାଦେ ଚର୍ଚ୍ଚା ଚାଲିଛେ । କାଣା ହେଲା ଯେ କି, ଇଥରେ ଶ୍ରଦ୍ଧା ଗୁଟେ ନୁଆଁ ଅବତାରନେ ନଜର ଆସବେ । ଶ୍ରଦ୍ଧା ତାଙ୍କର ଅପକମିଂ ଫିଲ୍ମନେ ବଡ୍ ପରଦାନେ ନାଗିନ ଚରିତ୍ରନେ ନଜର ଆସବେ । ପହେଲାନୁ ଭିଲ ଖୋବଟେ ନାଁକରା କଲାକାର ନାଗିନ୍…

ନେହାଙ୍କର ହାତ ଧରଲେ ରୋହନ୍‌

ରୋହନ ପ୍ରୀତ୍ ଙ୍କ ର ସା୍‌ଙ୍ଗେ ସାତ୍‌ଫେରା ନେଲେ କଣ୍ଟଶିଳ୍ପୀ ନେହା କକ୍କର୍ । ନେହା କକ୍କରଙ୍କର ମେରେଜ୍ ଆର ଲଭ୍ ଆଫେୟାରକେ ନେଇ କରି କେତନିଟେ ଗୁଜବ ଚାଲିଥିଲା । ଇ ସବୁ କଥାନେ ଇହାଛିନ୍ ପୂର୍ଣ୍ଣଛେଦ ପକେଇକରି ଦିଲ୍ଲୀର ଗୁଟେ ଗୁରୁଦ୍ୱାରନେ ନେହାଙ୍କର ହାତ ଧରିଛନ ପଞାବୀ ସିଙ୍ଗର ଆର୍…

କିଙ୍ଗ୍ ଖାନ୍ କରୁଛନ୍ ନୁଆ ମୁଭି ପଠାନ୍ ର ତୟାରି 

ଗଲା ୨ ବରଷ  ପରେ ଶାହ୍‌ରୁଖ୍ କରୁଛନ ବେକ୍ । ତାଙ୍କର ନୁଆ ମୁଭି ପଠାନ୍‌ର ସୁଟିଙ୍ଗ୍ ଲାଗି ତୈୟାରି ଆରମ୍ଭ କଲେ ନ କିଙ୍ଗ୍ ଖାନ୍ । ଫିଲ୍ମ ନେ ତାଙ୍କର୍ ସାଙ୍ଗେ ନଜର ଆସବେ ବଲିଉଡ୍ କୁଇନ ଦୀପିକା ପାଦୁକନ୍ ଆର୍ ଜନ୍ ଆବ୍ରାହମ । ଜାନୁାଆରୀ ନୁ ସୁଟିଙ୍ଗ୍ ଆରମ୍ଭ କରବେ ଦୀପିକା ଆଉ ଜନ୍ ।…

ନେହା ରୋହନଙ୍କ ବିହା ନେଇ ଚର୍ଚ୍ଚା

ବିହା ହେବେ କଣ୍ଠଶିଳ୍ପୀ ନେହା କକ୍କଡ । ସିଙ୍ଗର ରୋହନପ୍ରୀତ ସିଂହଙ୍କର ସାଙ୍ଗେ ଯୁଡି ରଚାବାକେ ଯାଉଥିବାର ନେଇକିନା ଚର୍ଚ୍ଚା ଜୋର ଧରିଛେ । ପହେଲାନୁ ଦୁହିଭ୍‌କର ବିହାଘର ନେଇକିନା ବିଟାଉନ୍‌ନେ ଗସିପ୍ ଚାଲିଥିବାର ବେଲେ ଇହାଦେ ଦୁହିଙ୍କର ବିହାକାର୍ଡ ସୋସିଆଲ ମିଡିଆନେ ଭାଇରାଲ ହେଇଛେ ।…