ସୁଶୀଲ ମୋଦିଙ୍କୁ କରୋନା

ପଜିଟିଭ୍ ଚିହ୍ନଟ ହେଲା ଉତାରୁ ଏମ୍ସ ମେଡିକାଲନେ ଭର୍ତ୍ତି

0

ବିହାର ନିର୍ବାଚନ ପ୍ରଚାର ସମିୟାନେ କରୋନା ପଜିଟିଭ୍ ଚିହ୍ନଟ ହେଇଛନ୍ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ସ୍ୱାବ ନମୂନା ରିପୋର୍ଟ ପଜିଟିଭ୍ ଆସିଥିବାର ନେଇକରି ଝନେଇଛନ୍ ସୁଶୀଲ । ଇ ନେଇକରି ଟ୍ୱିଟ୍ କରି ଝନେଇଛନ୍ ନିଜେ । ସେ ଲେଖିଛନ୍ ଯେ, କରୋନା ରିପୋର୍ଟ ପଜିଟିଭ୍ ଆସିଛେ । ଦୁଇ ଦିନ ହେଲା ତାଙ୍କର ଶରୀରର ପାରା ଜହ ରହୁଥିବାରନୁ ସେ ଟେଷ୍ଟ କରେଇଥିଲେ । ଆର ପଛେ ପଜିଟିଭ ଚିହ୍ନଟ ହେଇଥିଲେ । ଇହାଦେ ପାଟନା ଏମ୍ସନେ ଭର୍ତ୍ତି ହେଇଛନ୍ ଆର ଖୋବ ଜଲଦି ନିର୍ବାଚନୀ ମଇଦାନକେ ଫିରବେ ବଲି ଟ୍ୱିଟ୍ କରିକିନା ଝନେଇଛନ୍ ।

Leave A Reply

Your email address will not be published.