ଜଲିଗଲା କାଏଁ କରୋନା ଟିକା

ପୁନେର ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ କୁଠାନେ ଲାଗଲା ନିଆଁ

0

ପୁନେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବିଲ୍ଡିଂନେ ଲାଗଲା ନିଆଁ । ଟର୍ମିନାଲ-୧ନେ ଥିବାର ଗୁଟେ କୁଠାନେ ନିଆଁ ଲାଗିଥିବାର ନେଇକରି ଜନାପଡିଛେ । ଘଟନା ଜାଗାନେ ୧୦ଟା ଦମକଲ ଗାଡି ପୁହୁୂଞ୍ଚିକରି ନିଆଁ ଲିଭା କାମେ ଲାଗିଛନ୍ । ସେଆଡେ କୁଠା ତିଆର କାମ୍ ଚାଲିଥିବାରନୁ ଭିତରେ କେହି ଫସି ନାଇଁ ରହିଥିବାର ପ୍ରାଥମିକ ରିପୋର୍ଟନୁ ଜନାପଡିଛେ । ସେଆଡେ ଟିକା ସବୁ ସୁରକ୍ଷିତ ରହିଥିବାର ନେଇକରି ସୂଚନା ରହିଛେ । ଇହାଦେ ତକ୍ ନିଆଁ ଲାଗବାର କାରନ ଜନା ନୁହେଁ ପଡେ । ଦେଶନେ ଇହାଦେ ଟିକାକରଣ ପ୍ରକ୍ରିୟା ମୁଲ ହେଇଥିବାର ବେଲକେ ପହେଲା ଖେପନେ ୧୦ ନିୟୁତ୍ ଡୋଜ୍ କୋଭିସିଲ୍ଡ ପଠାଯାଇଛେ । ଏନ୍ତାଥି ଟିକା ଉତ୍ପାଦନ୍ କ୍ୟାମ୍ପସନେ ନିଆଁ ନାଇଁ ଲାଗିଥିବାର ବେଲକେ ଚିନ୍ତା କମିଛେ ।

Leave A Reply

Your email address will not be published.