ଛାତ୍ରଛାତ୍ରୀ ଲାଗି ‘ପରୀକ୍ଷା ଦର୍ପନ୍‌’

ମାହାଲିଆନେ ମାଟ୍ରିକ୍ ଛୁଆକୁଁ ମିଲବା ଟେଷ୍ଟପେପର, ୬ ଲାଖ୍ ୨୦ ହଜାର ୫୦୮ ପରୀକ୍ଷାର୍ଥିକୁଁ ଦିଆଯିବା

0

ମାଟ୍ରିକ୍ ପରୀକ୍ଷାର୍ଥୀକୁଁ ମାହାଲିଆନେ ଟେଷ୍ଟପେପର ଦେବେ ରାଜ୍ୟ ସରକାର । ୬ ଲାଖ୍ ୨୦ ହଜାର ୫୦୮ ମାଟ୍ରିକ ପରୀକ୍ଷାର୍ଥୀକୁଁ ଟେଷ୍ଟପେପର୍ ଦେବେ ସରକାର । ଇନେଇ କରି ସୂଚନା ଦେଇଛନ୍ ସ୍‌କୁଲ ଆରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । କରୋନା କାଲନେ ସ୍କୁଲ ସବୁ ବନ୍ଦ ରହିଥିବାରନୁ ପାଠପଢାନେ ବନେ ହଏରାନ୍ ହେଇଥିଲେ ଛାତ୍ରଛାତ୍ରୀ । ସେଆଡେ ଏତେ ଦିନ୍ ଉତାରୁ ଶିକ୍ଷାନୁଷ୍ଠାନ୍ ମାନେ ଖୁଲିଛେ ଆର ମୁଡ ଉପରେ ପରୀକ୍ଷା ରହିଛେ । ଏନ୍ତିଥି ଛୁଆକଁର ପାଠପଢାନେ ବନେ ଅସବିଧା ହେଉଛେ । ହାତେ କମ୍ ସମିଆଁ ଥିବାର ବେଲକେ ୭ଶହ ପୃଷ୍ଠାର ଟେଷ୍ଟପେପର ମାହାଲିଆନେ ଦେବେ ରାଜ୍ୟ ସରକାର । ‘ପରୀକ୍ଷା ଦର୍ପନ’ ନାଁଥି ଥିବାର ଇ ଟେଷ୍ଟପେପରନେ ସବୁ ପ୍ରଶ୍ନ ସାଙ୍ଗେ ଉତ୍ତର ଭିଲ୍ ଦିଆଯାଇଛେ । ଛାତ୍ରଛାତ୍ରୀକଁର ମୁଡୁ ଚିନ୍ତା ଟିକେ କମବାର ଲାଗି ଏନ୍ତା ନିଷ୍ପତ୍ତି ନେଇଛନ୍ ସରକାର । ଇତାର ଆଘୋନୁ ମୁଖ୍ୟମନ୍ତ୍ରୀ ପରୀକ୍ଷା ଫି ଛାଡ୍ କରିଥିଲେ । ଇ ବରଷ୍ ମାଟ୍ରିକ୍ ପରୀକ୍ଷା ସିଲାବସ୍ ୩୦ ଭାଗ୍ କମାଯାଇଛେ । ଆଏବାର ମେ ମାସ ୩ ତାରିଖନୁ ମାଟ୍ରିକ୍ ପରୀକ୍ଷା ହେବାକେ ଯାଉଥିବାର ବେଲକେ ଛାତ୍ରଛାତ୍ରୀକଁର ସୁବିଧା ଲାଗି ଏନ୍ତା ବେବସ୍ଥା କରାଯାଇଛେ ।

Leave A Reply

Your email address will not be published.