ଆର ଖେପେ ଟିକା ନେବେ ପ୍ରଧାନମନ୍ତ୍ରୀ ଆର୍ ମୁଖ୍ୟମନ୍ତ୍ରୀ

0

ଦେଶ୍‌ନେ ଇହାଦେ ପହେଲା ଖେପ୍‌ର ଟିକାଦାନ୍ ଚାଲୁଥିବାର୍ ବେଲ୍‌କେ ବହୁତ୍ ଜଲ୍‌ଦି ଟିକାଦାନ୍ ର ୨ନଂ ଖେପ୍ ଆରମ୍ଭ ହେଇଯିବା । ପହେଲା ଖେପ୍ ଥି ସବୁ ସ୍ୱାସ୍ଥ୍ୟକର୍ମୀ ମାନକୁଁ ଟିକା ଦିଆଯାଇଥିଲା ହେଲେ ଆଏବାର୍ ଖେପେ ପ୍ରଧାନମନ୍ତ୍ରୀ ଆର୍ ସବୁ ରାଏଜ୍ ର ମୁଖମନ୍ତ୍ରୀ ମାନେ ଟିକା ନେବେ । ପହେଲା ନୁ ପ୍ରଧାନମନ୍ତ୍ରୀକଁର୍ ଅଧିନ୍ ନେ ହେଇଥିବାର୍ ବୈଠକ୍ ନେ ଇ ବାବ୍‌ଦେ ସୂଚ୍‌ନା ଦେଇଥିଲେ । ତାକଁର୍ କହେବାର୍ ହିସାବେ ୫୦ ବରଷ୍ ବୟସ୍ ନୁ ଅଧିକା ଥିବାର୍ ସବୁ ରାଏଜର୍ ମୁଖ୍ୟମନ୍ତ୍ରୀ ଆର୍ ସାସଂଦ୍ ଆର୍ ବିଧାୟକ୍ ମାନକୁଁ ଟିକା ଦିଆଯିବା । ପହେଲା ଖେପେ ୭ଲାଖ୍ କରୋନା ୱାରିୟର୍ ମାନକଁର୍ ଲାଗି ଟିକା ତିଆରି କରାଯାଇଥିଲା । ସେନ୍ତା ୨ନଂ ଖେପି ଟିକାଦାନ୍ ଲାଗି କିଛି ତାରିଖ୍ ଇହାଦେ ତକ୍ ଘୋଷଣା ନାଇକରାଯାଇ । ଆଏବାର୍ ଖେପେ ପ୍ରଧାନମନ୍ତ୍ରୀ,ଆର୍ ସବୁ ରାଏଜ୍ ର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ,ଆର୍ ଅଲଗା୍ ମାନ୍ୟଗଣ୍ୟ ଲୋକମାନେ ଟିକା ନେବେ । ତାର୍ ଉତାରୁ ୩ନଂ ଖେପ୍ ନେ ୫୦ ବରଷ୍ ନୁ ଅଧିକା ହେଇଥିବାର୍ ସେନା କର୍ମଚାରୀ, ଯବାନ୍ ମାନକୁଁ ଟିକା ଦିଆଯିବା ବଲିକରି କୁହାଯାଇଛେ ।

Leave A Reply

Your email address will not be published.