ଫିକା ପଡଲା ମାଁ’ଙ୍କ ର ଭସାନି ଯାତ୍ରା

ନିରାଡମ୍ବର ନେ ମା କେ ବିଦା ଦେଲେ ଭକତ୍ ।

0

ଦୁର୍ଗା ପୂଜା ସରି ଯାଇଥିବାର ବେଲେ ଇ ବଛର ପୂଜା ସାଙ୍ଗେ ସାଙ୍ଗେ ମାଁ’ଙ୍କ ର ଭସାନି ବି କରୋନା ଲାଗି ଫିକା ପଡି ଯାଇଛେ ।ସବୁ ବରଷ ବହୁତ ଧୁମ ଧାମ ନେ ମା’ଙ୍କ ର ପୁଜା ଆର ଭସାନି କରାଯାଇଥିସି ହେଲେ ଇ ବଛର ମାଙ୍କ ର ଭସାନି ଯାତ୍ରା ନିରାଡମ୍ବର ନେ ହେଇଥିଲା । କରୋନା କଟକନା ଭିତରେ ମା ଙ୍କୁ ବିଦା କରିଛନ ଭକତ୍ । ସେନତା ରାଜାଧାନି ନେ ବି ମା’ଙ୍କ ର ଭସାନି ଫିକା ପଡିଥିବାର ଦେଖବାର କେ ମିଲିଥିଲା । ସବୁ ବରଷ ମେତାର ଇ ବରଷ କିଛି ଜାକ୍‌ଜମକ ଦେଖବାର କେ ନାଇ ମିଲି । ସବୁ ବରଷ ନୁ ଇ ବଛର ସ୍ମାର୍ଟ ସିଟି ର ମାହୋଲ୍ ପୁରା ଅଲଗା ଥିଲା । ୩,୪ ଜନ ପୂଜା କମଟି ମେମ୍ବର ଙ୍କୁ ନେଇ କରି ମାଁ ଙ୍କ ର ଭସାନି ହେଇଥିଲା । ଘଣ୍ଠବାଦ୍ୟ କି ପ୍ରସେସନ ନାଇ ହେଇଥିବାର ବେଲେ ରାସ୍ତା ଘାଟ ବି ଶୂନଶାନ ଥିଲା ।

Leave A Reply

Your email address will not be published.