ଆମର ଦେଶେ ଖୋବଟେ ନଦୀ

ବହୁତ ବଡ ବଡ ନଦୀବନ୍ଧ

0

ଆମର ଦେଶେ ଖୋବଟେ ନଦୀ ଆର ନଦୀ ବନ୍ଧ ମାନେ ତିଆର କରାଯାଇଛେ । ବହୁତ ବଡ ବଡ ନଦୀବନ୍ଧ ତିଆର ହେଇଛେ ହେଲେ କାଣା ଆପଣ ଯାନିଛନ୍ ଯେ ଦୁନିଆର ସବୁନୁ ବଡ ନଦୀବନ୍ଧ ଓଡ଼ିଶାନେ ରହିଛେ । ହୀରକୁଦ୍ ନଦୀବନ୍ଧ ହେଉଛେ ବିଶ୍ୱର ସବୁନୁ ଲମ୍ବା ନଦୀବନ୍ଧ । ଓଡ଼ିଶାର ସମ୍ବଲପୁର ଜିଲ୍ଲାନେ ରହିଛେ ଇ ବଡଖା ନଦୀବନ୍ଧ । ଦେଶ ସ୍ୱାଧୀନ ହେବାର ପହେଲାନୁ ହିଁ ଇଠାନେ ନଦୀବନ୍ଧ ତିଆର ଲାଗି ଯୁଜନା ମୂଲ ହେଇଥିଲା । ସେତେବେଲର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁ ଇତାର ଶିଲାନ୍ୟାସ କରିଥିଲେ । ଆର ୧୯୪୮ନେ ଡେମ୍ କାମ୍ ମୂଲ ହେଇଥିବାର ବେଲକେ ୧୯୫୭ ସାଲେ ଇଟା ଶେଷ ହେଇଥିଲା । ବଏଢ ପାଏନ ଅଟକାବାରକେ ଡେମ୍ ତିଆର କରାଯିବାର କଥା ଚିନ୍ତା କରାଯାଇଥିଲା ସତ୍ ହେଲେ ପଛେ ପଛେ ଇଟା ଦୁଶରା କାମେ ଭିଲ ଲାଗିଥିଲା । ସେ ଚାଷ କାମ୍ ହେଉ କି ବିଜଲି ଯୁଗବାର କାମ ସବୁଥି ଇଟା ଆମକୁ ସାହଜ କରିଛେ ଆର ଦୁନିଆନେ ଗୁଟେ ଦୁଶରା ପରିଚୟ ଭିଲ ଦେଇଛେ । ଆଝିରର ଆର ଗୁଟେ ନୂଆ ଏପିସୋଡନେ ଦୁନିଆଁର ବଡ ନଦୀବନ୍ଧ ହୀରାକୁଦ ଝାନମା ଆପଣକଁର ନିଜର ଚ୍ୟାନେଲ ପହରାର ଆଝିର ଏପିସୋଡଥି ।

Leave A Reply

Your email address will not be published.