କମୁଛେ ପାରା, ବଢୁଛେ ଥଣ୍ଡା

ରାଜ୍ୟର ୯ଟା ସହରନେ ପାରା ୧୫ ଡିଗ୍ରି ତଲେ

0

ରାଜ୍ୟନେ ଧୀରେ ଧୀରେ ବଢୁଛେ ଜାଡ୍ । ଭିନ୍ ଭିନ୍ ଜାଗାନେ ପାରା କମବାର ସାଙ୍ଗେ ଥଣ୍ଡା ପଡଲାନ୍ । ରାଜ୍ୟର ୯ ସହରର ପାରା ୧୫ ଡିଗ୍ରି ତଲେ ଥିବାର ରେକର୍ଡ ହେଇଛେ । ଦାରିଙ୍ଗବାଡିନେ ସବୁନୁ କମ୍ ପାରା ୧୦ ଡିଗ୍ରି ରେକର୍ଡ ହେଇଥିବାର ବେଲକେ ସୋନପୁରନେ ୧୨.୬ ଡିଗ୍ରି, ଫୁଲବାଣୀ ଆରୁ ଅନୁଗୁଳ ୧୪.୦ ଡିଗ୍ରି, ବଲାଙ୍ଗିରନେ ୧୪.୫ ଡିଗ୍ରି, ତାଳଚେରନେ ୧୪.୩ ଡିଗ୍ରି, ଝାରସୁଗୁଡ଼ାନେ ୧୪.୪ ଡିଗ୍ରି, ଆରୁ ବାରିପଦାନେ ୧୪.୫ ଡିଗ୍ରି ପାରା ରହିଛେ । ସେଆଡେ ବାତ୍ୟା ନିଭାର୍ ଲାଗି ରାଜ୍ୟନେ ପାଗ୍ ମେଘୁଆ ରହିଛେ ।

ଦକ୍ଷିଣ ଓଡ଼ିଶାର କେତେଟା ଜାଗାନେ ବର୍ଷା ହେଇଯାଇଛେ । ଯେନଥିର ଲାଗି ରାଜ୍ୟର କିଛି ଜାଗାନେ ପାରା କମିଥିବାର ନେଇକରି ଜଣାପଡିଛେ । ଆଏବାର ୨୮ ତାରିଖନୁ ରାଜ୍ୟନେ ପାରା ଆହୁରି କମବାର ସାଙ୍ଗେ ଥଣ୍ଡା ବଢବା । ଭିନ୍ ଭିନ୍ ଜାଗାନେ ପାରା ୧ନୁ ୨ ଡିଗ୍ରି ତକ୍ କମବା ନେଇକିନା ଆଂଚଳିକ୍ ପାଏନ୍ ପାଗ୍ ବିଭାଗ ଆଡୁ ସୂଚନା ଦିଆଯାଇଛେ ।

Leave A Reply

Your email address will not be published.