ବଲାଙ୍ଗିରନେ ଅଡିଟରିୟମ୍ ଲାଗି ୪ କୋଟି ଟଙ୍କା ମଞ୍ଜୁର୍‌

ବିଧାୟକ୍ ନରସିଂହ ମିଶ୍ର ଦେଇଥିଲେ ପ୍ରସ୍ତାବ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆଡୁ ମିଲଲା ମଂଜୁରୀ

0

ବଲାଙ୍ଗିରନେ ଆଧୁନିକ୍ ଷ୍ଟାଇଲନେ ବନବା ଅଡିଟରିୟମ୍ । ଇଥିର ଲାଗି ପଶ୍ଚିମ ଓଡ଼ିଶା ବିକାଶ ପରିଷଦକେ ମଂଜୁରୀ ମିଲିଯାଇଛେ । ଗଲା ମାର୍ଚ୍ଚ ମାସେ ଏଲ୍‌ଏଣ୍ଡଏସ୍ କ୍ଲବ୍‌ନେ ୪ କୋଟି ଟଙ୍କା ଖର୍ଚ୍ଛାନେ ଗୁଟେ ଅଡିଟରିୟମ୍ ବନାବାର ଲାଗି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପଶ୍ଚିମ ଓଡ଼ିଶା ବିକାଶ ପରିଷଦକେ ଅନୁରୋଧ କରିଥିଲେ । ଆରୁ ଇ କାମ୍ ଲାଗି ଶେଷେ ବୁଧୁବାର ଦିନ ଅନୁମତି ଭିଲ୍ ମିଲିଥିବାର ନେଇକରି ଜନାପଡିଛେ । ପହେଲା ଖେପ୍‌ନେ କାମ୍ ମୁଲ କରାଯାଇକରି ଗୁଟେ କୋଟି ଟଙ୍କା ବରାଦ୍ କରାଯାଇଛେ । ଇଟା ନେଇକରି ଜିଲ୍ଲାପାଳକଁର କାର୍ଯ୍ୟାଳୟକେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆଡୁ ଗୁଟେ ଚିଠି ଦିଆଯାଇଛେ । ବିଧାୟକ ନରସିଂହ ମିଶ୍ର ଦେଇଥିବାର ପ୍ରସ୍ତାବ ହିସାବେ ବଲାଙ୍ଗିର ସହର ଭିତରେ ଥିବାର ଏଲ୍‌ଏଣ୍ଡ୍‌ଏସ୍ କ୍ଲବ୍ ଭିତରେ ଅଡିଯର୍ରିମ୍ ବନାଯିବା । ଅଡିଯରିୟମ୍‌ନେ ୫ଶହନୁ ୭ଶହ ଲୋକକଁର ବସବାର ଉଠବାର ଲାଗି ବେବସ୍ଥା କରାଯିବା ।

ଇତାର ବାହାରେ ନାଟକ, ସଭା ସମିତି ଲେଖେଁ କାର୍ଯ୍ୟକ୍ରମ ହେଇପାରୁଥିବା ଯେନ୍ତା ହେଇ ସୁବିଧା ଭିଲ୍ କରାଯିବା । କାମ୍ ଲାଗି ପହେଲାନୁ ୪ କୋଟି ଟଙ୍କା ଖର୍ଚ୍ଚା ହେବାର ନେଇକରି ଗୁଟେ ଆକଳନ କରାଯାଉଥିଲେ ଭିଲ୍ ଆଗକେ ଆହୁରି ପଏସା ଦରକାର ହେଲେ ଭିଲ୍ ଲଗାଯିବା ବଲି କହିଛନ୍ ନରସିଂହ ମିଶ୍ର । ଆଧୁନିକ ଡିଜାଇନ୍‌ନେ ଅଡିଯଣିୟମ୍ ବନାବାର ଲାଗି ଚେଷ୍ଟା କରାଯାଉଛେ । ଆଏବାର ୩ ବଛର ଭିତରେ ଯେନ୍ତା ବଲାଙ୍ଗିର ସହରର ଭିତ୍ତିଭୂମିର ବିକାଶ ଲାଗି କାମ୍ ହେଇପାରବା ସେହି ଲକ୍ଷ୍ୟ ରଖାଯାଇଛେ ।

Leave A Reply

Your email address will not be published.