ଆମେରିକାର ରାଷ୍ଟ୍ରପତି ନିର୍ବାଚନ୍ : ଟ୍ରମ୍ପ୍ ଆର୍ ବାଇଡେନ୍ କଁର ଭିତରେ କଡା ଟକ୍କ‌ର୍

ଆଗକେ ହେବା ହାର ଜିତ ର୍ ଫଏସଲା

0

କରୋନା ଭିତରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗନତି ଆରମ୍ଭ ହେଇଯାଇଛେ । ଶେଷଖବର ଅନୁସାରେ ମୋଟ୍ ୫୩୮ଟା ଇଲେକ୍ଟୋରାଲ କୋଲେଜ୍ନୁ ରିପବ୍ଲିକାନ୍ ପାର୍ଥି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇହାଦେ ତକ୍ ୧୭୪ ଭୋଟ ପାଇଥିବାର ବେଲେ ଜୋ ବାଇଡେନ୍ ୨୨୩ ଭୋଟ ନେ ଆଗେ ରହିଛନ । ହେଲେ ଇହାଦେ ଟ୍ରମ୍ପ୍ ବି ବହୁତ ଟେ ରାଏଜ ହାତେଇ ସାରଲେନ ଆର ଦୁହିଁ ଜନକଁର ଭିତରେ କଡା ଟକ୍କର ଚାଲିଛେ ଆର ଆଗକେ କିଏ ବାଜି ଜିତବେ ସେଟା ଶେଷ ଫଲାଫଲ ନୁ ହି ଜନା ପଡବା ।


ଆମେରିକା ନିର୍ବାଚନ: କିଛି ଖାସ୍ କଥା
୧- ଡିସେମ୍ବର ୧୪ ନେ ୫୩୮ ଇଲେକ୍ଟୋରାଲ ସଦସ୍ୟକଁର ମତଦାନ ।
୨- ତାକଁର ଭୋଟ୍ ଅନୁସାରେ ବାହାରବା ଫଲାଫଲ ।
୩- ଜାନୁୟାରୀ ୬ ନେ ଜନାପଡବା କିଏ ହାରବା କିଏ ଜିତବା ।
୪- ଜାନୁୟାରୀ ୨୦ ନେ ରାଷ୍ଟ୍ରପତି ଆର ଉପରାଷ୍ଟ୍ରପତି କରବେ ଶପଥ ଗ୍ରହଣ ।

Leave A Reply

Your email address will not be published.