ଆକାଶର ରାଜା ‘ରାଫେଲ’

0

ସେପ୍ଟେମ୍ବର ୧୦, ଭାରତୀୟ ବାୟୁ ସେନା ପାଇଁ ଖୁସି ତଥା ଗୌରବର ବିଷୟ । ଏହାର ସୈନ୍ୟବଳ ହୋଇଛି ଆହୁରି ସଶକ୍ତ ଆହୁରି ଶକ୍ତିଶାଳୀ । କାହିଁକି ନା ଭାରତୀୟ ବାୟୁ ସେନାରେ ଆଜି ଔପଚାରିକ ଭାବେ ସାମିଲ ହୋଇଛି ବାହୁବଳୀ ରାଫେଲ । ଅମ୍ବାଲା ଏୟାରବେସ୍‌ରେ ଏକ ଭବ୍ୟ କାର୍ଯ୍ୟକ୍ରମ ସହିତ ୫ଟି ରାଫେଲ ଲଢୁଆ ଯୁଦ୍ଧ ବିମାନ ଇଣ୍ଡିଆନ୍ ଏୟାର ଫୋର୍ସରେ ସାମିଲ ହୋଇଛି । ଆଜି ସର୍ବଧର୍ମ ପୂଜା ସହିତ ସୁଦୀର୍ଘ ନୀଳ ଆକାଶ ଚିରି ଏହା ତାର ଶକ୍ତି ପ୍ରଦର୍ଶନ କରିଛି । ଏଆଇଏଫରେ ରାଫେଲ ସାମିଲ ହେବା ପରେ ଶତ୍ରୁ ରାଷ୍ଟ୍ର ନିଦ ହଜାଇଛି । ବର୍ତମାନ ଆଉ ସୀମା ବାହାରେ ନୁହେଁ ସୀମା ଭିତରୁ ଶତ୍ରୁକୁ ତାର ସ୍ଥାନ ଦେଖାଇବ ଭାରତ ।

Leave A Reply

Your email address will not be published.