ଅକ୍ସିଜେନ୍ ଅଭାବ୍ ଲାଗି ହାଲ୍ ବେହାଲ, ରୋଗୀକଁର୍ ପାଖକେ କେନ୍ତା ପହଞ୍ଚିବା

0

ଅକ୍ସିଜେନ୍ ଲାଗି ଇହାଦେ କେତେ କଥା । ଅକ୍ସିଜେନ୍ ଲାଗି ଇହାଦେ ହସପିଟାଲ ମାନେ କାନ୍ଦି ପକଉଛନ୍ । ଦରକାରନୁ କମ୍ ଅକ୍ସିଜେନ୍ରେ ଇହାଦେ ହସପିଟାଲ ଚାଲୁଛେ । ଦରକାରନୁ କମ୍ ଅକ୍ସିଜେନ୍ ଲାଗି ଇହାଦେ ନିଜର ଲୁକକଁର୍ ଆଏଁଖ୍ ସମାନାନେ ଲୁକକଁର୍ ଜୀବନ୍ ଯାଉଛେ । କରୋନାର ବିରୋଧନେ ଇହାଦେ ଦେଶନେ ଯୁଦ୍ଧ ଚାଲିଛେ । ଆର୍ ଇହାଦେର ପରିସ୍ଥିତିନେ ଯେନଟା ସବୁନୁ ଜରୁରୀ ରହୁଛେ ପ୍ରଶ୍ୱାସ୍ ନିଶ୍ୱାସର ସଂଘର୍ଷକେ ଦୂର କରବାର୍ ଅଛେ , ସେଟା ବି ଜଲଦି ଜଲଦି ।

Leave A Reply

Your email address will not be published.