ଏସପିକୁଁ ମାଓବାଦୀକଁର ଧମକ୍‌

କଳାହାଣ୍ଡି ଏସପିକୁଁ ଉଡେଇଦେବାର ଧମକ୍ ଦେଲେ ମାଓବାଦୀ

0

କଳାହାଣ୍ଡି ଏସପିକୁଁ ଜୀବନ୍‌ନୁ ମାରିଦେବାର ଧମକି ଦେଲେ ମାଓବାଦୀ । ଜିଲ୍ଲାର ଏମ.ରାମପୁର ଥାନା ମୋହନଗିରି ପଂଚାୟତ ମାଣିକେରା ଗାଁନେ ଇ ନେଇକରି ଗୁଟେ ମାଓ ପୋଷ୍ଟର ଜବତ୍ ହେଇଛେ । ଗଲା କିଛି ମାସ ଧରିକରି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାର କିଛି ଇଲାକାନେ ମାଓବାଦୀକଁର କାମ ଚାଲିଥିବାର ନେଇକରି ଜନାପଡିଥିଲା । ଇତାକେ ହଟାବାର ଲାଗି ସିଆରପିଏଫ୍ ଆରୁ ପାଶର ପୁଲିସ ମିଶିକରି ଗଲା ୧ ତାରିଖନେ ପୁଲିସ ଡିଜି ଶ୍ରୀ ଅଭୟ ଆର ସିଆରପିଏଫ୍ ମହାନିର୍ଦ୍ଦେଶକ କୁଲଦୀପ ସିଂକଁର ସାଙ୍ଗେ ଦୁଶରା ଅଧିକାରୀ ମିଶିକରି ବୈଠକ କରିଥିଲେ ।

ଆରୁ ବୈଠକକେ ୪୮ ଘଂଟା ନାଇଁ ପୁରୁନୁ ମାଓବାଦୀ ଫେର୍ ତାକଁର ସ୍ଥିତି ଥିବାର ନେଇକରି ଜାହିର କରିଛନ୍ । ସେଆଡେ ଏନ୍ତା ଘଟନା ବାଦ୍ ପୁରା ଇଲାକାନେ ଡର ଦେଖାଦେଇଛେ ଆରୁ ଲୁକେ ଇତାକେ ପ୍ରଶାସନ ଲାଗି ମାଓବାଦୀକଁର ଖୁଲା ଚେଲେଞ୍ଜ ବଲିକରି କହିଛନ୍ । ମାଓବାଦୀକଁର ଉତ୍ପାତ୍ ଦେଖିକରି ଇସବୁ ଇଲାକାନେ ସିଆରପିଏଫ୍‌, ଏସଓଜି, ଡିଭିଏଫ୍‌, କୋବ୍ରା ବାଟାଲିୟନ୍ ସାଙ୍ଗେ ଜିଲ୍ଲା ପୁଲିସର କମ୍ବିଂ ଅପରେସନ୍ ଭିଲ୍ କରାଯାଉଛେ ।

Leave A Reply

Your email address will not be published.