ଟ୍ରମ୍ପ୍ ବିଡେନ୍ ଟକ୍କର

ଆଏଝ ଆମେରିକାର ରାଷ୍ଟ୍ରପତି ନିର୍ବାଚନ୍‌

0

ଆମେରିକାରନେ ଚାଲିଛେ ରାଷ୍ଟ୍ରପତି ନିର୍ବାଚନ୍ । ଆଏବାର ଚାର ବଛର ଲାଗି କିଏ ସମ୍ଭଲାବେ ଦୁନିଆଁର ସବୁନୁ ବଲଶାଲୀ ରାଷ୍ଟ୍ରର ଭାର୍ । ୪୫ ନମ୍ବର ରାଷ୍ଟ୍ରପତି ପଦ୍ ଲାଗି ଆଏଝ ହେଉଛେ ନିର୍ବାଚନ୍ । ରିପବ୍ଲିିକାନ୍ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଆର ଡେମୋକ୍ରେଟିକ୍ ପାର୍ଟିର ଜୋ ବିଡେନ୍‌କଁର ଭିତରେ ଚାଲିଛେ ଜୋରଦାର୍ ଟକ୍କର । ଭିନ୍ ଭିନ୍ ଜାଗାନେ ଭୋଟିଂ ସରିସାରିଥିବାର ବେଲକେ ଇହାଦେ ମେଲ୍ ଇନ୍ ଭୋଟ୍ ଚାଲିଛେ । ଇହାଦେ ତକ୍ ଜୋ ବିଡେନ୍ ଆଗେ ରହିଥିବାର ନେଇକରି ଜନାପଡିଛେ । ଇତାର ବାଦ୍ ଭିଲ୍ ଟ୍ରମ୍ପକୁଁ ଲୁକକଁର ସମର୍ଥନ୍ ଅଏତକା ରହେବା ବଲି ଆକଲନ୍ କରାଯାଉଛେ । ଫ୍ଲୋରିଡାନେ ୨୯ଟା ଇଲେକ୍ଟ୍ରିକାଲ୍ ଭୋଟ୍ ଥିବାର ବେଲକେ ଜୋ ବିଡେନକୁଁ ୪୮ ଭାଗ୍ ଆର ଟ୍ରମ୍ପକୁଁ ୪୬ ଭାଗ୍ ସମର୍ଥନ୍ ମିଲିଛେ ।

ଟ୍ରମ୍ପ ନରେନ୍ଦ୍ର ମୋଦିକୁଁ ସବୁବେଲେ ନିଜର ସାଙ୍ଗ ବଲିକରି କହୁଥିବାର ବେଲେ ଭିନ୍ ଭିନ୍ ସମିୟାନେ ନିନ୍ଦା ଭିଲ୍ କରିଛନ୍ । ସେଆଡେ ଜୋ ବିଡେନ୍ ଭିଲ୍ ଭାରତ ସାଙ୍ଗେ ମିଶିକରି କାମ୍ କରବେ ବଲିକରି ଭୋଟ୍ ପ୍ରଚାର ସମିଆଁନେ କହିଛନ୍ । ଉପରାଷ୍ଟ୍ରପତି କମଲା ହେରିସ୍‌କୁଁ ଦେଖିକରି ଭିଲ ଭାରତର ଲୁକେ ବିଡେନକୁଁ ଭୋଟ୍ ଦେଇପାରନ ବଲିକରି ଆଶ୍ କରାଯାଉଛେ । ଆମେରିକାର ଭୋଟ୍ ନିଜର ଅଂଚଲନେ ଥିବାର ଇଲେକଟର୍ସକୁଁ ବାଛିଥିସନ୍ । ଆରୁ ଶେଷେ ଇ ଇଲେକଟର୍ସମାନେ ରାଷ୍ଟ୍ରପତିକଁର ଲାଗି ଭୋଟ୍ ଦେଇଥିସନ୍ । ସେମାନେ ଚାହେଁଲେ ଦୁଶରା ଦଲର ପ୍ରାର୍ଥୀକୁଁ ଭିଲ୍ ସମର୍ଥନ୍ କରିପାରବେ । ଯାର ବାଦ୍ ଇହାଦେ ଆମେରିକାର ଭୋଟରକଁର ସାଙ୍ଗେ ଇଲେକଟର୍ସକଁର ମତଦାନ୍ ଉପରେ ନଜର ରହିଛେ ।

Leave A Reply

Your email address will not be published.