ପଡୋଶୀଙ୍କର ବିରୁଧନେ ରିୟାଙ୍କର ଅଭିଯୋଗ

ବିଭ୍ରାନ୍ତିକର ବୟାନ୍ ଦେଇଥିବାର ଅଭିଯୋଗ ଆନଲେ ରିୟା

0

ପଡୋଶୀ ଡିମ୍ପଲ ଥାୱନୀଙ୍କର ବିରୋଧନେ ଅଭିଯୋଗ ଆନଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି । ଏସପିଙ୍କର ପାଶେ ଅଭିଯୋଗ କରିଛନ୍ତି ରିୟା । ସୁଶାନ୍ତ ସିଂ ରାଜପୁତଙ୍କର ମରନର ପହେଲା ଦିନ ରିୟାଙ୍କର ସୁଶାନ୍ତଙ୍କୁ ଏକା ସାଙ୍ଗେ ଦେଖିଥିବାର ନେଇକିନା ଗଣମାଧ୍ୟନେ ବୟାନ ରଖିଥିଲେ ଡିମ୍ପଲ । ଯାହାକେ ରିୟା ଖଣ୍ଡନ କରିଛନ୍ ଇତାର ସାଙ୍ଗେ ଡିମ୍ପଲ ଝାନିଶୁନି ମିଛ ବୟାନ୍ ଦେଇଛନ୍ ବଲି କହିଛନ୍ । ତଦନ୍ତନେ ବିଭ୍ରାଟ ତିଆର କରବାର ଲାଗି ସେ ଏନ୍ତି ବୟାନ୍ ଦେଇଥିବାର ଅଭିଯୋଗ ଆନିଛନ୍ ରିୟା ।

ଜୁନ୍ ୧୩ ତାରିଖନେ ରିୟା ଆର ସୁଶାନ୍ତଙ୍କୁ ଏକା ସାଙ୍ଗେ ଦେଖିବାର କଥା ଗଣମାଧ୍ୟମ ଆଗାଡେ କହିଥିଲେ ଡିମ୍ପଲ । ହେଲେ ପଛେ ସିବିଆଇ ପ୍ରଶ୍ନର ଉତ୍ତରନେ ସେ ଦୁହିଁକୁ କେବେ ଭିଲ ଏକା ସାଙ୍ଗେ ନାଇଁ ଦେଖିଥିବାର ବୟାନ୍ ଦେଇଥିଲେ । ସେଆଡେ ସୁଶାନ୍ତ ମରନ୍ ମାମଲାନେ ରିୟାଙ୍କୁ ନେଇକରି ବିଭ୍ରାନ୍ତିକର ବୟାନ ଦେଇଥିବା କେନସି ବ୍ୟକ୍ତିଙ୍କର ବିରୋଧନେ କଡା କାର୍ଯ୍ୟାନୁଷ୍ଠାନ କରବାର ଲାଗି କହିଛନ୍ ରିୟାଙ୍କର ଓକିଲ ।

Leave A Reply

Your email address will not be published.