ଡେରି ହେଲେ ବି ହେବା ପରୀକ୍ଷା

ଦଶମ ଆରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଇ ଶିକ୍ଷା ବରଷ୍‌ଥି କରାଯିବା:ସମୀର ଦାଶ

0

ଇ ଶିକ୍ଷା ବରଷ୍‌ଥି ହିଁ ହେବା ଦଶମ ଆରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ଡେରି ହେଲେ ଭିଲ୍ ପରୀକ୍ଷା କରାଯିବାର ନେଇକରି ସୂଚନା ଦେଇଛନ୍ ସ୍କୁଲ ଆର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଇଥିର ଲାଗି ସବୁନୁ କମ୍ ୩ ମାସ୍ ପାଠପଢା ହେବା । ଯଦି କେନ୍ଦ୍ରୀୟ ସ୍ତରନେ ପରୀକ୍ଷା ବନ୍ଦ ହେବାର ନେଇକରି ଘୋଷଣା ହେଲା ତ ପରୀକ୍ଷା ବନ୍ଦ କରିଦିଆଯିବା । ରାଜ୍ୟ ସରକାର ନିଜର ଆଡୁ ପରୀକ୍ଷା ବନ୍ଦ ନାଇଁ କରନ ବଲି କହିଛନ୍ ମନ୍ତ୍ରୀ । ଯଦି ଇ ବରଷ୍ ପରୀକ୍ଷା ବନ୍ଦ ହେଇଯିବା ତାହେଲେ ଛାତ୍ରଛାତ୍ରୀ ଗୁଟେ ବରଷ୍ ପଛେ ରହିଯିବେ । ଆଏବାର ଡିସେମ୍ବର ୩୧ ଉତାରୁ ସ୍କୁଲ ଖୁଲିପାରେ । ଦଶମ ଆରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀକଁର ଲାଗି ସ୍କୁଲ ଖୁଲାଯିବାର ନେଇକରି ଆଲୋଚନା କରାଯିବା । ଆଗକେ ଥଣ୍ଡା ବଢବାର ସାଙ୍ଗେ କରୋନା ବଢବାର ଭିଲ୍ ଡର ରହିଥିବାରନୁ ଇହାଦେ ଡିସେମ୍ବର ୩୧ ତକ୍ ସ୍କୁଲ ବନ୍ଦ କରବାର ଲାଗି ନିଷ୍ପତ୍ତି ନେଇଛନ୍ ସରକାର ।

Leave A Reply

Your email address will not be published.