ଘରୁ ଟେକିନେଇକରି ମାରିଦେଲା ହାତୀ

ହାତୀ ଆକ୍ରମଣଥି ଉଲୁଣ୍ଡା ପଣକିଟାଲର ଜନେ ବୃଦ୍ଧକଁର ଘଟନା ଜାଗାନେ ମୃତ୍ୟୁ

0

ହାତୀ ଆକ୍ରମଣନେ ଜନେ ବୁଢାକଁର ଜୀବନ୍ ଯାଇଛେ । ଘଟନାଟା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଲର ପଣକିଟାଲ ଗାଁନେ ଦେଖବାକେ ମିଲିଛେ । ଘରେ ଶୁଇଥିବାର ବେଲକେ ବୃଦ୍ଧ ଜନକୁଁ ଘରୁ ଟେକି ଆନିକରି କଚଡେଇକରି ମାରିଦେଲା ହାତୀ । ମୃତକ୍ ଜନକ୍ ହେଉଛନ୍ ନାରାୟଣ ଭୂଇଁ । ସୂଚନା ହିସାବେ ପାହାନ୍ତିଆ ସମିଆଁକେ ଧାନ୍ ଚାଉଲ ଖାଏବାର ଲାଗି ହାତୀ ନାରାୟଣକଁର ଘର ଭିତରକେ ଢୁକିଥିଲା । ଆରୁ ସେ ଶୁଇଥିବାର ବେଲକେ ତାକୁଁ ଘରୁଟେକି ନେଇଥିଲା । ଘଟନା ଜାଗାନେ ତାକଁର ଜୀବନ୍ ଚାଲିଯାଇଥିବାର ବେଲକେ ପଛେ ତାକଁର ମଲାଦେହ ପୋଷ୍ଟମର୍ଟମ ଲାଗି ପୁଲିସ୍ ଡାକ୍ତରଖାନାକେ ପଠେଇଥିଲା । ସେଆଡେ ଏନ୍ତା ଘଟନା ଉତାରୁ ଇ ଅଂଚଲନେ ଲୁକକଁର ଭିତରେ ଡର୍ ଦେଖବାର ଳାଗି ମିଲିଛେ ।

Leave A Reply

Your email address will not be published.