କାଁ ବଲୁଛନ୍ ସଲାବୁଢାର୍ ବୁଢୀ ?

0

ତପସ୍ୱିନୀ…ଯେ କେହେନ୍‌ସି ବି ଅସ୍‌ବିଧାକେ ସାମ୍ନା କରିକି ଅହରହ ତପସ୍ୟାନେ ଲାଗିଥିସନ୍ ଆର୍ ସେ ତପସ୍ୟାର୍ ବଲେ ନୂଆଁ ନୂଆଁ ସିଦ୍ଧି ମାନେ ପାଏସନ୍ । ଇ ନାଁର୍ ଆକ୍ଷରିକ୍ ଅର୍ଥକେ ଗୁଟା ମୁଟା ସାର୍ଥକ୍ କରିଛନ୍ ଡକ୍ଟର୍ ତପସ୍ୱିନୀ ଗୁରୁ । ସିଦ୍ଧି ବି ପାଇଛନ୍ ନାଚ୍‌, ଗୀତ୍‌, ଅଭିନୟ ଆର୍ ସାହିତ୍ୟ ବାଗିର୍ ସବୁ କ୍ଷେତ୍ରନେ । ଏନ୍ତା ଲୋକ୍ ନାଇଁ ଯେ ତାଁକର୍ ସେ ଗଁତିଏନ୍ ଭୁମିକାନେ ଚମତ୍କାର୍ ଅଭିନୟକେ ଧଏନ୍ ଧଏନ୍ ନାଇଁ କହି । ତାଁକର୍ ଜୀବନ୍ ବାବଦ୍‌ନେ ଆର୍ ଅଧିକା ଜାନ୍‌ବାର୍ ଲାଗି ଦେଖୁନ୍ ଇ ଭିଡିଓ ।

Leave A Reply

Your email address will not be published.