ଜିତ୍‌ଲା ଭାରତ : ଟି-୨୦ ମେଚ୍‌

ହାର୍ଦ୍ଦିକ୍‌ ପାଣ୍ଡ୍ୟାକଁର୍‌ ଧମାକେଦାର୍‌ ବ୍ୟାଟିଂ

0

ଭାରତ ଆର୍‌ ଅଷ୍ଟ୍ରେଲିଆ ଭିତରେ କାଲି ସିଡନିନେ ହେଇଥିବାର୍‌ ଦୁଇ ନମ୍ବର ଟି -୨୦ମେଚ୍‌ନେ ଭାରତ ଅଷ୍ଟ୍ରେଲିଆ ଆଡୁ ଦିଆଯାଇଥିବାର୍‌ ୧୯୫ ରନ୍‌ ର ଟାର୍ଗେଟ୍‌ କେ ପୁରା କରିକିନା ବିଜୟ ହାସଲ୍‌ କରିଛେ । ଭାରତ କାଲିର୍‌ ମେଚ୍‌ନେ ତାର୍‌ ବ୍ୟାଟିଂ ର ବଢିଆ ପ୍ରଦର୍ଶନ ଦେଖେଇ ଦେଇଥିଲା । ଇଂନିସ ଆରମ୍ଭ୍‌ ନୁ ଲୋକେଶ ରାହୁଲ (୩୦ ରନ୍‌ ,୨୨ବଲ୍‌ ,୨ଟା ଚୌକା,୧ଛକା ) କରିଥିଲେ । ତାର୍‌ ଉତାରୁ ଶିଖର୍‌ ଧୱନ୍‌ (୫୨ରନ୍‌ ,୩୬ ବଲ୍‌ ) ୪ଟା ୪ ଆର୍‌ ୨ଟା ୬ କରିଥିଲେ । ଆର୍‌ କେପ୍‌ଟେନ୍‌ ବିରାଟ୍‌ କୋହଲି ୨୪ଟା ବଲ୍‌ଥି ୪୦ ରନ୍‌ ସାଙ୍ଗେ ୨ଟା ‘୪’ ଆର୍‌ ୨ଟା ‘୬’ କରିଥିଲେ । ତାକଁର୍‌ ସାଙ୍ଗେ ଅଲଗା ଖିଲାଡୀ ମାନେ ବି ମେଚ୍‌ନେ ତାକଁର୍‌ ଭଲ୍‌ ପ୍ରଦର୍ଶନ୍‌ କରିଥିବାର୍‌ ଦେଖ୍‌ବାରକେ ମିଲିଥିଲା ।

 

ହେଲେ କାଲିର୍‌ ମେଚ୍‌ନେ ହାର୍ଦ୍ଦିକ୍‌ ପାଣ୍ଡ୍ୟା ତାକଁର୍‌ ଧମାକେଦାର୍‌ ‌ ବ୍ୟାଟିଂ କରିକିନା ମେଚ୍‌ ର ହିରୋ ସାଜିଛନ୍‌ । ସେ ୨୨ଟା ବଲ୍‌ ଥି ୪୨ ରନ୍‌ କରିଥିଲେ । ୩ଟା ‘୪’ ଆର୍‌ ୨ଟା ‘୬’ କରିଥିଲେ । କାଲିର୍‌ ମେଚ୍‌ନେ ଟସ୍‌ ଜିତିକରି ବିରାଟ୍‌ କୋହଲି ପହେଲା ଫିଲ୍ଡିଙ୍ଗ୍‌ କରବାର୍‌ କେ ଘୁଷନା କରିଥିଲେ । ଅଷ୍ଟ୍ରେଲିଆ ପହେଲା ବ୍ୟାଟିଂ କରିକିନା ୧୯୫ ରନ୍‌ ଟାର୍ଗେଟ୍‌ ରଖିଥିବାର୍‌ ବେଲ୍‌କେ ଟାର୍ଗେଟ୍‌ କେ ପୁରା କରିକିନା ଟିମ୍‌ ଇଣ୍ଡିଆ କାଲିର୍‌ ମେଚ୍‌ ର ବିଜୟ ମୁକୁଟ୍‌ ପିନ୍ଧିଛେ । ଆଏବାର୍‌ ୮ ତାରିଖ୍‌ନେ  ଟି-୨୦ ସିରିସ୍‌ ର ଶେଷ୍‌ ମେଚ୍‌ ଖେଲାଯିବା ।

Leave A Reply

Your email address will not be published.