ଇଂଲଣ୍ଡନେ ଟିକାକରଣ୍ ମୁଲ୍‌

୯୦ ବରଷ୍‌ର ବୁଢୀ ମହିଲାକୁଁ ଦିଆଗଲା ପହେଲା ‘ଫାଇଜର’ କରୋନା ଟିକା

0

ଇଂଲଣ୍ଡନେ ଆରମ୍ଭ ହେଲା ଟିକାକରଣ । କରୋନା ଭ୍ୟାକ୍ସିନ୍ ‘ଫାଇଜର’ର ଟିକାକରଣ କାର୍ଯ୍ୟକ୍ରମ ମଙ୍ଗଳବାରନୁ ମୁଲ୍ ହେଇଛେ । କରୋନା ଭ୍ୟାକ୍ସିନ୍ ଫାଇଜର ଟିକା ଦିଆଯିବାର ଆରମ୍ଭ ହେଇଛେ । ପହେଲା କରି ଜନେ ୯୦ ବରଷ୍‌ର ବୁଢୀ ମହିଲାକୁଁ ଟିକା ଦିଆଯାଇଛେ । ଗଲା ହପ୍ତାନେ ଇଂଲଣ୍ଡର ଡ୍ରଗ୍ସ ନିୟନ୍ତ୍ରକକଁର ଆଡୁ ଟିକା ଦିଆଯିବାର ନେଇକରି ଅନୁମତି ଦିଆଗଲା । ସାଧାରଣ ଲୋକକୁଁ ଟିକା ଦେବାର ଆଘୋନୁ ଟିକାର ସବୁ ପରୀକ୍ଷା କରାଯାଇଛେ । ଟ୍ରାଏଲ୍ କଲା ଉତାରୁ ପହେଲା ଟିକା ଜନେ ବୁଢୀ ମହିଲାକୁଁ ଦିଆଯାଇଛେ । ସେଆଡେ ଭାରତନେ ଭିଲ୍ ବହୁତ୍ ଜଲଦି ସାଧାରଣ ଲୁକକୁଁ ଟିକା ଦିଆଯିବାର ଲାଗି ବେବସ୍ଥା କରାଯାଉଛେ ।

ଫାଇଜର କମ୍ପାନୀ ଆଡୁ ଭାରତନେ ଟିକାକରଣ ପରୀକ୍ଷା ନେଇକରି ଅନୁମତି ମଗାଯାଇଛେ । ଇଟା ନେଇକରି ଡ୍ରଗ୍ସ ନିୟନ୍ତ୍ରକ୍ ବିଚାର କଲା ଉତାରୁ ଦେଶର ସବୁ ଲୋକକୁଁ ଟିକା ଦିଆଯିବା । ଦୁଶରା ଆଡେ ଜାନୁୟାରୀ ତକ୍ ଦେଶନେ ଆର ଦୁଇଟା କରୋନା ଟିକା ଆସବାର ନେଇକରି ଜନାପଡିଛେ । ଭାରତ ବାୟୋଟିକ୍‌ର କୋଭାକ୍ସିନ୍ ଆରୁ ଆଷ୍ଟ୍ରାଜେନିକର କୋଭିସିଲ୍ଡ ଭାରତୀୟ ବଜାରନେ ଯୁଗେଇଦିଆଯିବାର ନେଇକରି ସରକାର ଆଶ୍ କରିଛନ୍ । ଆଏବର ବରଷ୍ ଜୁଲାଇ ଭିତରେ ପ୍ରାଏ ୩୦ କୋଟି ଲୁକକଁର ଟିକାକରଣ କରାଯିବାର ନେଇକରି ଯୋଜନା ରଖାଯାଇଛେ ।

Leave A Reply

Your email address will not be published.