ସବକୁଁ ଟିକା ଯୁଗାବାର ଲାଗି ଶେଷେ ଏନ୍ତା ହିସାବେ ମଗାଯାଉଛେ

0

ଇହାଦେର ସ୍ଥିତି କେନ୍ତା ରହିଛେ ସେଟା କାହାକେ ଅଛପା ନାଇଁନ । କରୋନା ସଂକ୍ରମଣ ପିକ୍‌ନେ ପୁହୁଁଚିଥିବାର ବେଲକେ ଟିକାକରଣ କରାବାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛେ । ହେଲେ ଦେଶନେ ଟିକା ଅଭାବଟା ରହିଥିବାରନୁ ବହୁତ୍ ଲୋକ୍ ଟିକା ନେଇନାଇଁ ପାରବାର ତ ଫେର କେନଠାନେ ଗୁଟେ ଗୁଟେ ଡୋଜ୍ ହିଁ ନେଇପାରିଛନ୍ କିଛିଜନ୍ । ଓଡ଼ିଶା ସରକାର ଇହାଦେ ଟିକାକରଣ ଉପରେ ଜହଁ ଗୁରୁତ୍ୱ ଦେଇକରି ୧୮ନୁ ୪୪ ବଛର ତକ୍ ଟିକାକରଣକେ ମାହାଲିଆ କରେଇଛନ୍ । ସେଆଡେ କେନ୍ଦ୍ର ରାଜ୍ୟକେ ଟିକା ଠିକ୍ ହିସାବେ ଯୁଗେଇ ନାଇଁପାରୁଥିବାରନୁ ଇହାଦେ ଓଡ଼ିଶା ସରକାର ବିଶ୍ୱ ବଜାରନୁ କରୋନା ଟିକା ଘିନବାର ଲାଗି ବାହାରିଛନ୍ । ଇଟା ନେଇକରି କ୍ୟାବିନେଟ୍ ବୈଠକ୍‌ନେ ନିଷ୍ପତ୍ତି ନିଆଯାଇଥିବାର ବେଲକେ ଆରୁ କାଣା କହିଛନ୍ ମୁଖ୍ୟମନ୍ତ୍ରୀ ଜାନମା ପହରାର ଆଜିର ଇ ଭିଡିଓନେ ।

Leave A Reply

Your email address will not be published.