୨୦ତାରିଖନୁ ଶୀତ ଅଧିବେଶନ୍

୧୮ରେ ସର୍ବଦଳୀୟ ବୈଠକ ଡାକିଛନ୍ ବାଚସ୍ପତି

0

ଆଏବାର ୨୦ ତାରିଖନୁ ମୁଲ ହେବାକେ ଯାଉଛେ ବିଧାନସଭାର ଶୀତ ଅଧିବେଶନ୍ । ଗୃହକାର୍ଯ୍ୟ ଯେନ୍ତା ଠିକ୍ ହିସାବେ ହେବା ଆରୁ ଦୁଶରା ଆଲୋଚନା ଲାଗି ସର୍ବଦଳୀୟ ବୈଠକ ଡାକିଛନ୍ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଇ ନେଇକରି ଆଏବାର ୧୮ ତାରିଖନେ ସର୍ବ ଦଳୀୟ ବୈଠକ ଡାକିଛନ୍ ବାଚସ୍ପତି । ଇହାଦେ ଭିଲ୍ କରୋନାର ଡର ରହିଥିବାର ବେଲକେ ରାଜ୍ୟନେ ଥଣ୍ଡା ଭିଲ୍ ବଢବାରନେ ଲାଗିଛେ । ଇ ସବୁକେ ଆଏଁଖ ଆଗାଡେ ରଖିକରି କରୋନା ଗାଇଡ ଲାଇନ୍ ହିସାବେ ଗୃହ କାର୍ଯ୍ୟ ଚାଲବା । ବେଶୀକରି ସାମାଜିକ୍ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଥିବାର ବେଲେ ଦୂର ରଖିକରି ବସବାର ଲାଗି ବେବସ୍ଥା କରାଯିବା । ଗୁଟେ ପ୍ରସଙ୍ଗନେ ଦୁଇ ଦିନ୍ ମୁଲତବି ପ୍ରସ୍ତାବ ଆନବାର ଉପରେ ବାରଣ କରାଯିବା ।

ଗଲା ମୌସୁମୀ ଅଧିବେଶନ୍ ଲେଖେଁ ଶୀତ ଅଧିବେଶନନେ ଭିଲ୍ ବୟଷ୍କ ବିଧାୟକ ଆରୁ ମନ୍ତ୍ରୀ ମାନେ ଘରେ ଥାଇକରି ଭିଡିଓ କନଫରେନ୍ସିଂ ଆଡୁ ଗୃହ କାମ୍‌ନେ ଯୋଗ ଦେବେ । ବିଧାନସଭା କର୍ମଚାରୀ ଅନଲାଇନ୍ ଆଡୁ ସବୁ କାମ୍ କରବେ ଇଥର ଲାଗି ସଭିକୁଁ ଟେବ୍ ଭିଲ୍ ଦିଆଯାଇଛେ । ବାଚସ୍ପତିକଁର ପାଶକେ ଭିଲ୍ ଅନଲାଇନ୍‌ନେ ଫାଇଲ୍ ପଠାଯିବାର ବେବସ୍ଥା କରାଯିବା । ଅଧିବେଶନ୍ ମୁଲ ହେବାର ଆଘୋନୁ ସବୁ ବିଧାୟକ ଆରୁ ମନ୍ତ୍ରୀକଁର କରୋନା ଟେଷ୍ଟ କରାଯିବା । ସେଆଡେ ଉପନିର୍ବାଚନନେ ନବନିର୍ବାଚିତ ଦୁହି ବିଧାୟକ ବିଜୟ ଶଙ୍କର ଦାସ ଆରୁ ସ୍ୱରୁପ ଦାସ ଶପଥ ନେବାର କାର୍ଯ୍ୟକ୍ରମ ରହିଛେ ।

Leave A Reply

Your email address will not be published.