Browsing Tag

Athletics

ଦୌଡରାଣୀ ଦୂତୀକଁର୍ ଜନମ ଦିନ୍‌

ଓଡିଶାର୍ ଗର୍ବ ଆର୍ ଗୌରବ୍ , ଭାରତର୍ ର ଗର୍ବ ଆର୍ ଗୌରବ୍ ସବୁ ଟୁକେଲ୍ ଜାତିର୍ ଗର୍ବ ଆର୍ ଗୌରବ୍ , ଯିଏ ନର୍ଧୁ ଥିଲେ ସାରା ଦୂନିଆ ଦେଖୁଥିସି ଆଏଜ୍ ତାକଁର୍ ଜନମ୍ ଦିନ୍ । ନାଁ ତାକଁର୍ ଦୂତୀ ଚାନ୍ଦ । ଦୂତି ଜନେ ଆନ୍ତର୍ଜାତୀକ୍ ମହିଳା ଖେଲାଲୀ ହିସାବେ ସାରା ଦେଶ୍ ଆର୍ ଆମର୍ ଦେଶ୍ ବାହାରେ…

ଗୁଟେ କିଡନୀନେ ବି ପାଇଛନ୍ ସଫଲତା

କଥାନେ ଅଛେ ଇଚ୍ଛା ଥିଲେ ଉପାୟ ଭିଲ୍ ଅଛେ । ଆରୁ ଇ କଥାକେ ଠିକ୍ ପ୍ରମାଣିତ୍ କରିପାରିଛନ୍ ଅଞ୍ଜୁ ବବି ଜର୍ଜ । ଭାରତୀୟ ଆଥ୍‌ଲେଟିକ୍‌ର ଜନେ ନାଁକରା ଖେଲାଲି ହେଉଛନ୍ ଅଞ୍ଜୁ । ଅନ୍ତର୍ଜାତୀୟ ସ୍ତରନେ ଦେଶ ଲାଗି ଖେଲିକରି କେତନି ନାଁ ଆଦିଦେଇଛନ୍ ସେ । ୨୦୦୩ ୱାର୍ଲଡ୍ ଆଥଲେଟିକ୍ସ…