ଦେଶ ବାହାରୁ ଆସୁଥିବାର୍ ଯାତ୍ରୀ ମାନେ ଦେଖାବେ ନେଗେଟିଭ୍ ରିପୋର୍ଟ

ଦେଶେ କରୋନା ସଂକ୍ରମଣ ଆର୍ ଥରେ ବଢବାର୍ କେ ଲାଗୁଛେ । ସେଥିର୍ ଲାଗି ଏୟାର୍ ଇଣ୍ଡିଆ ଆଡୁ କେତେଟା ଗାଇଡଲାଇନ୍ ଜାରି କରାଯାଇଛେ । ଦେଶ ବାହାରୁ ଆସୁଥିବାର୍ ଯାତ୍ରୀ ମାନେ ଯାତ୍ରା କର୍‌ବାର୍ ଆଗରୁ ନିଜର୍ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାବେ । ଆର୍ ସେଥିର୍ ଲାଗି ଭାରତ୍ କେ ଆସୁଥିବାର୍…

ଓଡିଶାନେ ସେନ୍‌ଚୁରୀ

ପେଟ୍ରୋଲ୍ ଦାମ୍ ଇହାଦେ ଆକାଶ୍ ଛୁଆଁ । ଦେଶର୍ ସବୁଆଡେ ପେଟ୍ରୋଲ୍ ଦାମ୍ ହୁ ହୁ ହେଇକରି ବଢୁଛେ । ପହେଲା ରାଜସ୍ଥାନ ର ଗଙ୍ଗାନଗର୍ ନେ ପେଟ୍ରୋଲ୍ ଦାମ୍ ୧୦୦ ଟକାଁ ଛୁଇଁ ଥିବାର୍ ବେଲ୍‌କେ ଇହାଦେ  ଓଡିଶା ନେ ପେଟ୍ରୋଲ୍ ଦାମ୍ ୧୦୦ ଛୁଇଁଛେ । ଓଡିଶାର୍ ମାଲ୍‌କାନଗିରି ଜିଲ୍ଲା ର କାଲିମେଳା…

ଶିକ୍ଷାନୁଷ୍ଠାନ୍ ମାନକୁଁ କଡା କଡି ହେବା କରୋନା ନିୟମ୍

ଦେଶ୍‌ନେ ଇହାଦେ ଫିର୍‌ଘାଏ କରୋନା ସଂକ୍ରମଣ ବଢୁଥିବାର୍ ନେଇକରି ଭିନ୍ ଭିନ୍ ରାଏଜ୍‌ନେ ଲକ୍‌ଡାଉନ୍ ହେବା ବଲି ସୂଚନା ମିଲିଛେ । ସେନ୍ତା ଓଡିଶାନେ ବି କରୋନା ନିୟମ୍ ସବୁ କଡା କଡି ହିସାବେ ପାଲନ୍ କର୍‌ବାର୍ ଲାଗି ସରକାର୍ ନିର୍ଦ୍ଦେଶ୍ ଦେଇଛନ୍ । କରୋନ ସଂକ୍ରମଣ ବଢୁଥିବାର୍ ନେଇକରି…

୨୪ ଘଣ୍ଟା ଭିତ୍‌ରେ ଆସ୍‌ବା କାଲ୍‌ବୈଶାଖୀ

ସମୁଦ୍ର ପତ୍ତନ୍ ନୁ ୩.୧ କିମି ଉଚ୍ଛା ଥି ରହିଥିବାର୍ ରାଏଜ୍ ମାନକୁଁ ଗୁଟେ ଘୂର୍ଣ୍ଣି ବଲୟ୍ ଦେଖ୍‌ବାର୍ କେ ମିଲିଛେ । ଯାହାର୍ ପ୍ରଭାବ୍ ଆଏବାର୍ ୨୪ ଘଣ୍ଟା ନେ ଆମର୍ ରାଏଜ୍ ର୍ ଭିନ୍ ଭିନ୍ ଜାଗା ମାନକୁଁ ହେବା । ୧୯ ତାରିଖ୍ ବେଲ୍‌ବୁଡା ତକ୍ ରାଏଜର୍ ନୂଆପଡା, ବଲାଙ୍ଗିର୍ , ସୋନପୁର୍ ,…

କୁଚିଣ୍ଡା ନେ ଉଦ୍‌ଘାଟନ୍ ହେଲା ନୂଆ ବସଷ୍ଟାଣ୍ଡ୍

ସମ୍ବଲପୁର୍ ଜିଲ୍ଲା କୁଚିଣ୍ଡା ବ୍ଲକ୍‌ନେ ନୂଆ ବସଷ୍ଟାଣ୍ଡ ଉଦ୍‌ଘାଟନ୍ କରାଯାଇଛେ । ଆର୍ ତାର୍ ସାଙ୍ଗେ କୁଚିଣ୍ଡା ଅଂଚଲ୍ ନେ ସ୍ମାର୍ଟ ପାର୍କ ତିଆରି ଲାଗି ଭିତ୍ତି ଭୂମି ଥାପ୍‌ନା କରାଯାଇଛେ । ଉଦ୍‌ଘାଟନି ଉତ୍ସବ୍ ନେ ଆଇନ୍ ମନ୍ତ୍ରୀ ପ୍ରତାପ୍ ଜେନା ମୁଖ୍ୟ ଅତିଥି ହିସାବେ ଯୋଗ୍ ଦେଇଥିଲେ ।…

ରାଉରକେଲାନେ ଦୁର୍ବୃତ୍ତ ମାନକଁର୍ ଆକ୍ରମଣନେ ହୋଟେଲ୍ ବେବ୍‌ସାୟୀ ର ଜୀବନ୍ ଗଲା

ରାଉର୍‌କେଲା ନେ ଜଣେ ହୋଟେଲ୍ ବେବସାୟୀକୁଁ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିବାର୍ ବେଲ୍‌କେ ତକୁଁ ଚିକିତ୍ସାଧୀନ୍ ଅବସ୍ଥା ନେ ରାଉର୍‌କେଲାର୍ ଆଇ ଜି ଏଚ୍ କେ ନିଆ ଯାଇଥିଲା । କାଲି ରାତି ନେ ସେ ତାକଁର୍ ସ୍କୁଟି ଥି ଘର୍‌କେ ଆସୁଥିବାର୍ ବେଲ୍‌କେ ସେନ ତାହାକୁଁ ଦୁର୍ବୃତ୍ତ ମାନେ ଆକ୍ରମଣ…

ଆଏଜ୍‌ନୁ ମୂଲ ହେଲା ‘ନଅ’ ଆର୍ ‘ଏଗାର’ କ୍ଲାସ ପାଠ୍‌ପଢା

ରାଏଜ୍ ନେ ଇହାଦେ ୧୦କ୍ଲାସ୍ ଆର୍ ୧୨ କ୍ଲାସ୍ ର ପାଠପଢା ଆରମ୍ଭ ହେଇଯାଇଥିବାର୍ ବେଲେ ଆଜିନୁ ସବୁ ସ୍କୁଲ୍ କଲେଜ୍ ନେ ନଅ କ୍ଲାସ୍ ଆର୍ ଏଗାର କ୍ଲାସ୍ ର ପାଠପଢା ଆଏଜନୁ ମୂଲ୍ ହେଉଛେ । ଯେନଟା କି ଏପ୍ରିଲ୍ ୩୦ ତାରିଖ୍ ତକ୍ ଚାଲବା । କୋଭିଡ କଟକଣା ଭିତ୍‌ରେ ସବୁ ସ୍କୁଲ୍ ନେ ପାଠ୍‌ପଢା ହେବା ।…

ଟିକା ନେଲେ ପଶ୍ଚିମଓଡିଶାର୍ କରୋନା ଯୋଦ୍ଧା

କରୋନା ଟିକାଦାନ୍ ପ୍ରକ୍ରିୟା ନେ ପହେଲା ପର୍ଯ୍ୟାୟ ନେ ସବୁ ସ୍ୱାସ୍ଥ୍ୟକର୍ମୀ ଆର୍ ସଫେଇ କର୍ମଚାରୀ ମାନକୁଁ ଟିକା ଦିଆଯାଇଥିଲା । ତାର୍ ଉତାରୁ ଇହାଦେ ସବୁ କରୋନା ଯୋଦ୍ଧା ମାନକୁଁ ଟିକା ଦିଆଯାଉଛେ । ଆମର୍ ପଶ୍ଚିମଓଡିଶାର୍ ବି ବହୁତ୍‌ଟେ କରୋନା ଯୋଦ୍ଧା କାଲି ଟିକା ନେଇଛନ୍ । ସେ ଭିତ୍‌ରେ…

ବହୁତ୍ ଜଲ୍‌ଦି ଛୁଆକଁର୍‌ନେ ‘କୋଭେକ୍ସିନ୍‌’ ପରୀକ୍ଷା

କୋରୋନା ଟିକା ‘କୋଭେକ୍ସିନ' ଛୁଆ ମାନକଁର୍ ଲାଗି ତିଆରି କରିଥିବାର୍ ଟିକା କେ ଫେବ୍ରୁଆରି ଶେଷ୍ କି ମାର୍ଚ୍ଚ ପହେଲା ନେ ଛୁଆକଁର୍ ଦେହେ ଟିକା କେ ପରୀକ୍ଷା କରାଯିବା । ଇ ପରୀକ୍ଷା ନାଗପୁର୍ ନେ କରାଯିବା । ୨ ନୁ ୮ ବରଷ୍ ର ଛୁଆ ମାନକଁର୍ ଦେହେ ଥି ଇ ଟିକା ର୍ ପରୀକ୍ଷା ଲାଗି ସହର୍ ନେ ଶିଶୁ…

ବିନା ଆଧାରକାର୍ଡ ନେ ଭିଲ୍ ହେଇପାର୍‌ବା କୋ-ୱିନ୍ ରେଜିଷ୍ଟ୍ରେସନ୍

କୋରୋନା ଟୀକା ଲାଗି କେନ୍ଦ୍ର ସରକାର୍‌କଁର୍ କୋ-ୱିନ୍ ପୋର୍ଟାଲ୍‌ନେ ରେଜିଷ୍ଟ୍ରେସନ୍ ଲାଗି ଆଧାର୍ କାର୍ଡ ବାଧ୍ୟତାମୁଲକ୍ ନୁହେଁ ବଲିକରି ସୂଚନା ଦେଇଛନ୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ । କୋ-ୱିନ୍ ରେଜିଷ୍ଟ୍ରେସନ୍ ବାବ୍‌ଦେ ଶୁକ୍ରୁବାର୍ ଦିନ ଲୋକସଭା ସୂଚନା ଦେଇଛନ୍ କେନ୍ଦ୍ର…