Browsing Tag

bank loot

ଡୁମେରଜୋର ବ୍ୟାଙ୍କ୍ ଲୁଟ୍ ଘଟନାନେ ତିନ୍ ଗିରଫ୍‌

ସୁନ୍ଦରଗଡ଼ କୁଆଁରମୁଣ୍ଡା ଫାଣ୍ଡି ଡୁମେରଜୋର ଏସବିଆଇ ବ୍ୟାଙ୍କ ଲୁଟ୍ ଘଟନାନେ ୩ ଜନକୁଁ ଗିରଫ କଲା ପୁଲସ୍ । ଘଟନାନେ ଆହୁରି ୯ ଜନ୍ ଅଭିଯୁକ୍ତ ଫେରାର ଥିବାର ବେଲକେ ପୁଲିସ୍ ଇମାନକୁଁ ଖୁଜୁଛେ । ଗିରଫ ହେଇଥିବାର ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଗୋବିନ୍ଦପୁର ଫଟାଟାଙ୍ଗରର ମୁନା ମାଝୀ,…

ଦିନ୍ ଦାହାଡେ ଲୁଟି ନେଲେ ୫ ଲାଖ୍ ଟଙ୍କା

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଡୁମେରଜୋରନେ ଦିନ୍ ଦାହାଡେ ଲୁଟ୍ । ଇଠାନର ଏସବିଆଇ ବ୍ୟାଙ୍କନୁ ଲୁଟେରା ୫ ଲାଖ୍‌ନୁ ଅଏତକା ଟଙ୍କା ଲୁଟି ନେଇଛନ୍ । ୫ ଜନ୍ ଲୁଟେରା ମୁଖା ପିନ୍ଧିକରି ବ୍ୟାଙ୍କ ଭିତରେ ଢୁକିଥିଲେ । ବ୍ୟାଙ୍କ କର୍ମଚାରୀକୁଁ ବନ୍ଧୁକ୍ ଆର ଖଣ୍ଡା ଦେଖେଇକରି ମାରିଦେବାର…