ଗିରଫ ହେଲେ ୨ ଜନ ଆତଙ୍କ୍‌ବାଦୀ

ରାଜଧାନୀ ଦିଲ୍ଲୀ ନୁ ପୁଲିସ କଲା ଗିରଫ୍‌

0

ଗଲା ସୋମବାର ରାତି ଦିଲ୍ଲୀ ପୁଲିସ ରାଜଧାନୀ ଦିଲ୍ଲୀନେ ଜସ-ଇ-ମହମ୍ମଦ୍‌ ର ଦୁଇ ଜନ୍‌ ଆତଙ୍କ୍‌ବାଦୀକେ ଗିରଫ୍‌ କରିଥିବାର ଜନା ଯାଇଛେ । ଆତଙ୍କବାଦୀ ହମ୍‌ଲା କେ ଅଟ୍‌କାବାର ଲାଗି ଦିଲ୍ଲୀ ପୁଲିସ୍‌ ଦିଲ୍ଲୀର୍‌ ସରାୟକାଲେ ଗାଁନୁ ଇ ଦୁହି ଆତଙ୍କବାଦୀ କେ ଗିରଫ କରିଛେ । ଆତଙ୍କବାଦୀ ମାନେ ଜମ୍ମୁ କାଶ୍ମୀର୍‌ର ଅବଦୁଲ୍‌ ଲତିଫ ମିର(୨୨) ଆର୍‌ ମହମ୍ମଦ୍‌ ଅସରଫ ଖତାନା(୨୦) ବୋଲି ଜନା ପଡିଛେ । ସୋମବାର ରାତି ୧୦.୧୫ ବେଲକେ ସରାୟ କାଲେ ଗାଁ ର୍‌ ମିଲେନିୟନ୍‌ ପାସେ ଇ ଦୁଇ ଜନ ଆତଙ୍କ୍‌ବାଦୀ ମାନକୁଁ ୨ଟା ସେମି ଅଟୋଗନ୍‌ ଆର୍‌ ୧୦ଟା ଲାଇଭ୍‌ କାଟ୍ରିଜ୍‌ ସାଙ୍ଗେ ଗିରଫ କରିଛେ ଆର୍‌ ହେବାରକେ ଥିବାର ଆତଙ୍କବାଦୀ ହମଲା୍‌ କେ ପଣ୍ଡ୍‌ କରିଛେ ।

Leave A Reply

Your email address will not be published.