ଡୁମେରଜୋର ବ୍ୟାଙ୍କ୍ ଲୁଟ୍ ଘଟନାନେ ତିନ୍ ଗିରଫ୍‌

ବ୍ୟାଙ୍କ୍ ଲୁଟ୍ ଘଟନାନେ ତିନ୍ ଜନକୁଁ ଧରିଛେ ସୁନ୍ଦରଗଡ଼ ପୁଲିସ, ୯ ଅଭିଯୁକ୍ତ ଇହାଦେ ଭିଲ୍ ଫେରାର୍‌

0

ସୁନ୍ଦରଗଡ଼ କୁଆଁରମୁଣ୍ଡା ଫାଣ୍ଡି ଡୁମେରଜୋର ଏସବିଆଇ ବ୍ୟାଙ୍କ ଲୁଟ୍ ଘଟନାନେ ୩ ଜନକୁଁ ଗିରଫ କଲା ପୁଲସ୍ । ଘଟନାନେ ଆହୁରି ୯ ଜନ୍ ଅଭିଯୁକ୍ତ ଫେରାର ଥିବାର ବେଲକେ ପୁଲିସ୍ ଇମାନକୁଁ ଖୁଜୁଛେ । ଗିରଫ ହେଇଥିବାର ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଗୋବିନ୍ଦପୁର ଫଟାଟାଙ୍ଗରର ମୁନା ମାଝୀ, ଗୋବିନ୍ଦପୁର ଗାଁର ଗୋବିନ୍ଦ ଟପ୍ପୋ । ଆର ଜନେ ସୁନ୍ଦରଗଡ଼ କୁତ୍ରା ଥାନା ରାଇତାକଚ୍ଛର ବିଜୟ ଲାକ୍ରା । ଇମାନକଁର ପାଶୁ ୬ ହଜାର ଟଙ୍କାର ଖୁଚରା କଏନ୍ ଜବତ କରିଛେ ପୁଲିସ୍ । ଇତାର ସାଙ୍ଗେ ଡକାୟତିିନେ ବେଭହାର ହେଇଥିବାର ଦୁଇଟା ମଟରସାଇକଲ ଭିଲ୍ ଜବତ ହେଇଛେ । ଗଲା ୧୩ ତାରିଖ ଦିନ ବ୍ୟାଙ୍କ ଭିତରକେ ପଶିକରି ୫ ଲାଖ୍ ଉପରେ ଟଙ୍କା ଲୁଟି ନେଇଥିଲେ ବଦମାସ୍ । ବନ୍ଧୁକ୍ ଦେଖେଇକରି ଲୁଟ୍ କରବାର ସାଙ୍ଗେ ବ୍ୟାଙ୍କ ମ୍ୟାନେଜରକୁଁ ଭିଲ୍ ମାଡ୍ ମାରିଥିବାର ଅଭିଯୋଗ ହେଇଥିଲା । ସିସିଟିଭି ଫୁଟେଜ୍ ଆଧାରନେ ପୁଲିସ ସୁନ୍ଦରଗଡ଼ ପୁଲିସ ଖୋଲତାଡ୍ କରିକିନା ୩ ଜନ୍ ଅଭିଯୁକ୍ତକୁଁ ଧରବାରନେ ସକ୍ଷମ୍ ହେଇଥିଲା । ସେଆଡେ ବ୍ୟାଙ୍କନେ ସୁରକ୍ଷା ବେବସ୍ଥା ପୂରା ଢିଲା ରହିଛେ ଆରୁ କେନସି ଗାର୍ଡ ନାଇଁଥିବାର ଜନାପଡିଛେ ।

Leave A Reply

Your email address will not be published.