Browsing Category

ଅପରାଧ

ଦେଶନେ ଆର ଗୁଟେ ନିର୍ଭୟା ଘଟନା

ଉତ୍ତରପ୍ରଦେଶନେ ଆର୍ ଗୁଟେ ନିର୍ଭୟା ଘଟନା ଦେଖବାକେ ମିଲିଛେ । ଜନେ ମହିଲାକୁଁ ଗଣଦୁଷ୍କର୍ମ କରାଗଲା ଉତାରୁ ତାକୁଁ ମାରିକରି ତାକଁର ଘର ଆଗାଡେ ଫିକି ଦିଆଯାଇଥିବାର ଅଭିଯୋଗ ହେଇଛେ । ପଶ୍ଚିମ ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାନୁ ଆସିଛେ ଏନ୍ତା ଦୁଃଖଦ୍ ଘଟନା । ସୂଚନା ହିସାବେ ଗଲା ରଏବାର…

ରହସ୍ୟ ଘେରନେ ରାଜେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟାପକ୍‌କଁର ମୃତ୍ୟୁ

ବଲାଙ୍ଗିର ରାଜେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟାପକ୍ ପ୍ରକାଶ ଚନ୍ଦ୍ର ମୃତ୍ୟୁ ଘଟନା ଇହାଦେ ଭିଲ୍ ରହସ୍ୟ ଭିତରେ ରହିଛେ । ଗଲା ଅଗଷ୍ଟ ୩୧ ତାରିଖ ଦିନ୍ ବଲାଙ୍ଗିରର ଆଲୋକନଗରର ଭଡାଘରୁ ତାକଁର ମଲାଦେହ ମିଲିଥିଲା । ସେତେବେଲେ ସେ ଆତ୍ମହତ୍ୟା କରିଥିବାର କଥା ତାକଁର ସ୍ତ୍ରୀ ପୁଲିସକେ କହିଥିଲେ,…

ପଶ୍ଚିମଓଡିଶାନେ ୪ ନୂଆଁ ଏସ୍‌ପି

ରାଜ୍ୟ ସରକାରକଁର୍ ନିଷ୍ପତି ହିସାବେ ରାଜ୍ୟର୍ କେତେଟା ଜିଲ୍ଲା ଆର୍ ପଶ୍ଚିମଓଡିଶାନେ ଭିଲ୍ ଏସ୍‌ପିମାନକଁର୍ ଅଦ୍‌ଲାବଦ୍‌ଲି କରାଯାଇଛେ । ପଶ୍ଚିମ୍‌ଓଡିଶାର୍ ସମ୍ବଲପୁର୍ ,ରାଉରକେଲା, ବଲାଙ୍ଗିର୍ ଆର୍ କଲାହାଣ୍ଡି ନେ ନୂଆ ଏସ୍‌ପିକଁର୍ ନିଯୁକ୍ତି ହେଇଛେ । ସମ୍ବଲପୁର୍ ର ନୂଆ ଆଇଜି ହିସାବେ…

ଫ୍ୟାକ୍ଟ୍ରି ମାଲିକ୍‌ର ଜୁଲୁମ୍‌, ନାବାଲକକୁଁ ମାରଲେ ନିସ୍ତୁକ୍ ମାଡ୍‌

ପଶ୍ଚିମ ଓଡ଼ିଶାର ଐତିହ୍ୟ, ସଂସ୍କୃତିର କଥା କହୁଥିବାର ସମ୍ବଲପୁର ସହରନେ ଦିନୁ ଦିନ୍ ଅପରାଧ୍ ବଢି ବଢି ଚାଲିଛେ । ଗଲା ଦୁଇ ମାସ୍ ଭିତରେ ଇଠାନେ ହତ୍ୟାନୁ ନେଇକରି ନିଶା କାରବାର ଲେଖେଁ ଘଟନା ମାନେ ସାମ୍ନାକେ ଆସିଛେ । ଇହାଦେ ଫେର୍ ଶିଶୁ ଶ୍ରମିକ୍‌କୁଁ ମାଡ୍ ମାରବାର ଘଟନା ଦେଖବାକେ ମିଲିଛେ ।…

ନାବାଲକ୍ ଅପରାଧୀ ଗଲା ସୁଧାର ଗୃହ

ଅପରାଧ ଆରୁ ଅପରାଧୀକଁର ଅଡ୍ଡା ବନିଥିବାର ସମ୍ବଲପୁର ସହର ଗଲା କିଛି ଦିନ୍ ହେଲା ଉଠୁଛେ ପଡୁଛେ । ହତ୍ୟା, ନିଶା କାରବାର ଲେଖେଁ ଘଟନା ଫି ଦିନ୍ ଦେଖବାକେ ମିଲୁଛେ । କୁନି ହତ୍ୟା ମାମଲାନେ ଅଭିଯୁକ୍ତକେ ଗିରଫ୍ ଦାବିନେ ଜଲୁଥିଲା ସମ୍ବଲପୁର ସହର । ଘଟନାନେ ଶନିବାର ଦିନ ଜନେ ନାବାଲକ୍ ସାଙ୍ଗେ ୬…

ପରୀ ହତ୍ୟା ମାମଲାନେ ନାବାଲକ୍ ଛାତ୍ର ଗିରଫ୍

ପରୀ ହତ୍ୟା ମାମଲାନେ ଅଭିଯୁକ୍ତ ନାବାଲକ୍ ଗିରଫ୍ । ନୟାଗଡ଼ ଯଦୁପୁରର ଚର୍ଚ୍ଚିତ୍ ପରୀ ହତ୍ୟା ଘଟନାନେ ଏସ୍‌ଆଇଟି (ସ୍ୱତନ୍ତ୍ର ଅନୁସନ୍ଧନାକାରୀ ଦଳ) ଆଡୁ ତଦନ୍ତ ଚାଲିଥିବାର ବେଲକେ ଘଟନାନେ ଜନେ କଲେଜ ପଢୁଆ ଛାତ୍ରକୁଁ ଗିରଫ୍ କରାଯାଇଛେ । ଗିରଫ୍ ଅଭିଯୁକ୍ତ ନାବାଲକ୍ ହେଇଥିବାରନୁ ପ୍ରେସ୍…

ବାପାର ନାଁନେ ଥାନାନେ ଅଭିଯୋଗ୍‌

ମଦ ଆରୁ ଦୁଶରା କେନସି ଭି ନିଶାର ଅଭ୍ୟାସ ଥରେ ଲାଗିଗଲେ ଆଉ ନାଇଁ ଛାଡେ । ଆଉ ଇ ନିଶା ଲାଗି କେତେ ଲୁକକଁର ସଂସାର ଭାଙ୍ଗିଛେ ତାର ହିସାବ ନାଇଁ । ଏନ୍ତାକି କେତେଟା ଜାଗାନେ ଲୁକକଁର ଜୀବନ୍ ଭିଲ୍ ଯାଉଛେ । ଆରୁ ସବୁନୁ ଖରାପ୍ ହେଲା ଘରେ କେହି ସଦସ୍ୟ ମଦ୍ ପାଏନ୍ ନିଶା କରିକିନା ଉତ୍ପାତ୍ ହେଲେ…

ପଶ୍ଚିମ୍ ଓଡିଶାର୍ ଭବିଷ୍ୟତ୍ କେନ୍ ଆଡେ ! (ଭାଗ୍-୨)

ଆପଣ୍ ମାନେ ଆଘର୍ ଲେଖାନେ ଇନେ ପଢିଥିଲେ ଯେ କେନ୍ କିସମେ ସାରାଦେଶେ ନିଶା କାର୍‌ବାର୍ ଆର୍ ଅପରାଧ୍ ବଢି ବଢି ଚାଲିଛେ ଆର୍ ଆମର୍ ପଶ୍ଚିମ୍ ଓଡିଶାନେ ବି କେନ୍ ହିସାବେ ୧୪-୧୫ ବର୍ଷିଆ ଛୁଆକଁର୍‌ନୁ ମୂଲ୍‌କରି ବଡ୍‌ଲୋକମାନକର ତକ୍ ଇ ସବୁ ଭିତରେ ପଶି ସାରିଛନ୍ । ସେନେ ଚିନ୍ତାର୍ କଥା ଇଟା ଆଏ…

ପଶ୍ଚିମ୍ ଓଡିଶାର୍ ଭବିଷ୍ୟତ୍ କେନ୍ ଆଡେ ! (ଭାଗ୍‌-୧)

ଆଏଜ୍ ଇନେ ଯେନ୍ କଥାଟା ପଡିଛେ ସେଟା ଅବଶ୍ୟ ଖାଲି ପଶ୍ଚିମ୍ ଓଡିଶାର୍ କଥା ନୁହେସେ । କଥାଟା କମ୍ ବେଶୀ କରି ପୁରା ଦେଶର୍ ଲାଗି ସତ୍ ଆଏ । ବାକି ମୁନୁଷ୍ ପର୍‌କୁତି ତ ସବକେ ଜନା । ଦୁନିଆଁ ଭାସି ଯଉ.. ବାକି ନିଜର୍ ଘରର୍ କଥକେ ଆଘୋକରି କହେବା । ସେ ହିସାବେ ଯେନ୍ ଅସବିଧାକେ ଇନେ ଆମେ ଉଜାଗର୍…

ଜଲୁଛେ ସମ୍ବଲପୁର୍ ‌!

ଜଲୁଛେ ସମ୍ବଲପୁର ସହର । ସହରନେ ଧୀରେ ଧୀରେ ବଢବାରନେ ଲାଗିଛେ ଅପରାଧୀକ୍ କାମ୍ । ଗ୍ୟାଙ୍ଗ୍ ଗ୍ୟାଙ୍ଗ୍ ଭିତରେ ମାଡ୍‌ପିଟ୍ ଚାଲିଛେ ଆରୁ କାହାର ନା କାହାର ହତ୍ୟା ହେଉଥିବାର ଘଟନା ସାମ୍ନାକେ ଆସୁଛେ । ସେଆଡେ ସହରନେ ଏତେ ସବୁ ଘଟନା ବାଦ୍ ଭିଲ୍ ନିଦେ ଶୁଇଛେ ପୁଲିସ ଆରୁ ପ୍ରଶାସନ୍ । ପୁଲିସ…