ଖୁଲିପାରେ ଧର୍ମାନୁଷ୍ଠାନ୍‌

ଟ୍ୱିଟ୍‌ କରିକିନା ସୂଚନା ଦେଲେ ମୁଖ୍ୟ ଶାସନ ସଚିବ୍‌

0

କରୋନା ଲାଗି ସବୁ ଧର୍ମାନୁଷ୍ଠାନ ବନ୍ଦ୍‌ ରହିଥିବାର୍‌ ବେଲେ ବହୁତ୍‌ ଜଲ୍‌ଦି ସବୁ ଧାର୍ମିକ୍‌ ସ୍ଥଲୀ ମାନେ ଖୁଲାଯିବା ବଲିକରି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଟ୍ୱିଟ୍‌ କରିଛନ୍‌ । କୋଭିଡ ସମିୟା ନେ ଧର୍ମାନୁଷ୍ଠାନ୍‌ ମାନେ ଖୁଲବାର୍‌ କେ ନେଇକରି ସବୁ ଜିଲ୍ଲା ର ଜିଲ୍ଲାପାଲ ମନକୁଁ ରାଜ୍ୟ ସରକାର୍‌ କ୍ଷମତା ଦେଇଛନ୍‌ । ଭିନ୍‌ ଭିନ୍‌ ପୂଜା କମିଟି ସାଙ୍ଗେ ଆଲୋଚନ କର୍‌ବାର୍‌ ଉତାରୁ ଇ ପଦକ୍ଷେପ୍‌ ନିଆଯାଇଛେ ।

 

ରାଜ୍ୟ ସରକାରକଁର ନିଷ୍ପତି ଅନୁସାରେ ସବୁ ଜିଲ୍ଲାର୍‌ ଜିଲ୍ଲାପାଲ ମାନେ ନିଜର୍‌ ଜାଗାର୍‌ କୋଭିଡ ପ୍ରଭାବ୍‌ କେ ଦେଖିକରି ପଦକ୍ଷେପ୍‌ ନେଇପାରବେ । ପହେଲା ନୁ ପୁରୀ ମନ୍ଦିର୍‌ ଖୁଲବାର୍‌ ଲାଗି ପଦକ୍ଷେପ୍‌ ନିଆଯାଇଥିଲା । ଶ୍ରୀ ମନ୍ଦିର୍‌ ଖୁଲବାର୍‌ କେ ସରକାର୍‌ ଅନୁମତି ଦେବାର୍‌ ଉତାରୁ ସବୁ ମନ୍ଦିର୍‌ ଖୁଲବାର୍‌ ଲାଗି ମନ୍ଦିରର ସେବାୟତ୍‌ ଆର୍‌ କମିଟି ମେମ୍ବର୍‌ ଦାବି କରିଥିଲେ । ସେଥିର୍‌ ଲାଗି ସବୁ ଜିଲ୍ଲା ର୍‌ କୋଭିଡ ଅବସ୍ଥା କେ ଦେଖିକରି ମନ୍ଦିର୍‌ ଖୁଲା ଯିବା ବଲିକରି ସରକାର୍‌ କହିଛନ୍‌ ।

Leave A Reply

Your email address will not be published.