ଦିନ୍ ଦାହାଡେ ଲୁଟି ନେଲେ ୫ ଲାଖ୍ ଟଙ୍କା

ସୁନ୍ଦରଗଡ଼ ଡୁମେରଜୋର ଏସବିଆଇ ବ୍ୟାଙ୍କନେ ବନ୍ଧୁକ୍ ଦେଖେଇକରି ୫ ଲାଖ୍ ଟଙ୍କା ଲୁଟ୍

0

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଡୁମେରଜୋରନେ ଦିନ୍ ଦାହାଡେ ଲୁଟ୍ । ଇଠାନର ଏସବିଆଇ ବ୍ୟାଙ୍କନୁ ଲୁଟେରା ୫ ଲାଖ୍‌ନୁ ଅଏତକା ଟଙ୍କା ଲୁଟି ନେଇଛନ୍ । ୫ ଜନ୍ ଲୁଟେରା ମୁଖା ପିନ୍ଧିକରି ବ୍ୟାଙ୍କ ଭିତରେ ଢୁକିଥିଲେ । ବ୍ୟାଙ୍କ କର୍ମଚାରୀକୁଁ ବନ୍ଧୁକ୍ ଆର ଖଣ୍ଡା ଦେଖେଇକରି ମାରିଦେବାର ଧମକ ଦେଇଥିଲେ । ପଛେ କର୍ମଚାରୀ ଆରୁ କିଛି କରାଖକୁଁ ମାଡ୍ ମାରିକରି ୫ ଲାଖ୍ ଯଙ୍କା ଲୁଟି ନେଇଛନ୍ । ବ୍ୟାଙ୍କର ମେନେଜର ଲୁଟେରାକଁର ମାଡ୍‌ନେ ଖଁଣିଆ ହେଇଥିବାର ସୂଚନା ରହିଛେ । ଏନ୍ତା ଘଟନା ଗଟିଥିବାର କବର ପାଏଲା ବାଦ୍ ପୁଲିସ୍ ଇତାର ତଦନ୍ତ ମୁଲ କରିଛେ ।

Leave A Reply

Your email address will not be published.