Browsing Tag

BARGRAH NEDICAL FIRE

ବରଗଡ଼ ମେଡିକାଲନେ ନିଆଁ, ଲାଖ୍ ଲାଖ୍ ଟଙ୍କାର ସମ୍ପତ୍ତି ଖାର୍‌

ବରଗଡ଼ ଜିଲ୍ଲା ମେଡିକାଲନେ ଥିବାର ଶିଶୁ ୱାର୍ଡନେ ଲାଗଲା ନିଆଁ । ନିଆଁ ଲାଗିଯିବାରନୁ ମେଡିସିନ୍ ଆରୁ ଦୁଶରା କାଗଜ ପତର୍ ଜଲିପୁଡିକରି ଖାର୍ ହେଇଯାଇଛେ । ଘଟନା ଜାଗାନେ ଦମ୍‌କଲ୍ ଗାଡି ପୁହୁଁଚିକରି ନିଆଁକେ ଆୟତ୍ କରିଥିଲେ । ଡାକ୍ତରଖାନା କର୍ମଚାରୀ ନିଆଁ ଲାଗବାର ନେଇକରି ଖବର ଦେଲା ବାଦ୍…