ବରଗଡ଼ ମେଡିକାଲନେ ନିଆଁ, ଲାଖ୍ ଲାଖ୍ ଟଙ୍କାର ସମ୍ପତ୍ତି ଖାର୍‌

୩ ଘଣ୍ଟା ଉତାରୁ ନିଆଁ ଲିଭାବାରନେ ସଫଲ ହେଲା ଦମକଲ ବାହିନୀ

0

ବରଗଡ଼ ଜିଲ୍ଲା ମେଡିକାଲନେ ଥିବାର ଶିଶୁ ୱାର୍ଡନେ ଲାଗଲା ନିଆଁ । ନିଆଁ ଲାଗିଯିବାରନୁ ମେଡିସିନ୍ ଆରୁ ଦୁଶରା କାଗଜ ପତର୍ ଜଲିପୁଡିକରି ଖାର୍ ହେଇଯାଇଛେ । ଘଟନା ଜାଗାନେ ଦମ୍‌କଲ୍ ଗାଡି ପୁହୁଁଚିକରି ନିଆଁକେ ଆୟତ୍ କରିଥିଲେ । ଡାକ୍ତରଖାନା କର୍ମଚାରୀ ନିଆଁ ଲାଗବାର ନେଇକରି ଖବର ଦେଲା ବାଦ୍ ଘଟନା ଜାଗାନେ ଦମକଲ ବାହିନୀ ପୁହୁଞ୍ଚିଥିଲେ । ତିନି ଘଣ୍ଟା ଧରିକରି ନିଆଁ ଲିଭା କାମ୍ ଚାଲିଥିଲା । କେନ୍ କାରନ ଲାଗି ନିଆଁ ଲାଗିଛେ ସେ ବାବଦେ ଜନା ନାଇଁ ପଡିଥିବାର ବେଲକେ ଲାଖ୍ ଲାଖ୍ ଟଙ୍କାର ସମ୍ପତ୍ତି ଜଲିପୁଡି କରି ଖାର୍ ହେଇଯାଇଛେ । ଗଲାକାଲି ଡେର୍ ରାଏତ୍‌ନେ ଏନ୍ତା ଘଟନା ଘଟିଛେ । ଇଥରେ କାହାରିର ଜୀବନ୍ ନାଇଁ ଯାଇ କି କେହି ଖଣିଆଁ ଖାବରା ନାଇଁ ହେଇ । ସେଆଡେ ଗଲା କିଛି ଦିନ୍ ହେଲା ଶିଶୁ ୱାର୍ଡ ବନ୍ଦ ଥିବରାରନୁ ତଲେ ଚିକିତ୍ସା କରାଯାଉଥିବାର ସୂଚନା ରହିଛେ ।

Leave A Reply

Your email address will not be published.