Browsing Tag

bidhan sabha budget session

ବଜେଟ୍ ଅଧିବେଶନ୍ ଆଘୋନୁ ସର୍ବଦଳୀୟ ବୈଠକ୍‌

ଫେବୃଆରୀ ୧୮ନୁ ବସବା ରାଜ୍ୟ ବଜେଟ୍ ଅଧିବେଶନ୍ । ଇତାର ଆଘୋନୁ ଆଏଜ୍ ସର୍ବଦଳିୟ ବୈଠକ୍ ଡକେଇଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭାର କନଫରେନ୍ସ ହଲନେ ବାଚସ୍ପତିକଁର ଅଧକ୍ଷତାନେ ବୈଠକ ବସିଥିଲା । କରୋନା ଲାଗି ଗଲା ଶୀତ୍ ଅଧିବେଶନ୍‌ନେ ପ୍ରଶ୍ନକାଳ ନାଇଁରହିଥିବାର ବେଲେ ଇଥର…