ଏସ୍ .ମୁରଲୀଧର୍‌କଁର୍ ଶପଥ୍ ପାଠ୍

ଓଡିଶା ହାଇକୋର୍ଟର୍ ମୁଖ୍ୟ ବିଚାର୍‌ପତି ହିସାବେ ନେଲେ ଶପଥ୍

0

ଓଡିଶା ହାଇକୋର୍ଟର୍ ମୁଖ୍ୟ ବିଚାର୍‌ପତି ହିସାବେ ଡ.ଏସ.ମୁରଲୀଧର୍ ଶପଥ ନେଇଛନ୍ । ତାକଁର୍ ଇ ଶପଥ ପାଠ୍ ଉତ୍ସବ ରାଜଭବନ୍ ଠାନେ ଅନୁଷ୍ଠିତ୍ ହେଇଥିଲା ଯେନଥି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାହାକୁଁ ଶପଥ୍ ପାଠ୍ କରେଇଥିଲେ । ମୁଖ୍ୟ ଶାସନ ସଚିବ୍ ସୁରେଶ୍ ଚନ୍ଦ୍ର ମହାପାତ୍ର ନିଯୁକ୍ତିପତ୍ର ପାଠ୍ କରେଇଥିଲେ ତାର୍ ଉତାରୁ ରାଜ୍ୟପାଳ ଶପଥ୍ ପାଠ୍ କରେଇଥିଲେ । ସେ ଓଡିଶା ହାଇକୋର୍ଟ ର ୩୨ନଂ ମୁଖ୍ୟ ବିଚାରପତି ହିସାବେ କାର୍ଯ୍ୟରତ୍ ହେଇଛନ୍ । ଇତାର୍ ଆଗରୁ ଡ. ମୂରଲୀଧର୍ ପଞ୍ଜାବ ଆର୍ ହରିଆଣା ହାଇକୋର୍ଟ ନେ ବିଚାରପତି ଥିଲେ । ଡ. ମୂରଲୀଧର୍ ୧୯୮୪ ମସିହା ନେ ଆଇନଜୀବି ହିସାବେ କାମ୍ ଆରମ୍ଭ କରିଥିଲେ ।

ତାର ଉତାରୁ ଦିଲ୍ଳୀ ହାଇକୋର୍ଟ ଆର୍ ସୁପ୍ରିମକୋର୍ଟ ନେ ଓକିଲାତି କରିଥିଲେ । ସେ ଦିଲ୍ଲୀ ହାେକୋର୍ଟ ନେ ୨୦୦୬ ନୁ ୨୦୨୦ ତକ୍ ବିଚାରପତି ଥିଲେ । ତାକଁର୍ ଶପଥ ପାଠ୍ ନେ ଡ. ମୂରଲୀଧର୍ କଁର୍ ମା , ଓଡିଶା ହାଇକୋର୍ଟ ର୍ ବିଚାର୍‌ପତି ମାନେ , ଦିଲ୍ଲୀ ହାଇକୋର୍ଟ ର ବିଚାରପତି ସୁରେଶ୍ କୁମାର୍ କଇତ୍ ଆର୍ ବହୁତ୍ ଟେ ଆଇନଜୀବି ଯୋଗ୍ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ୍ ବି ଭିଡିଓ କନଫରେନ୍ସ ଥି ଯୋଗ ଦେଇଥିଲେ । ରାଜଭବନ୍ ଥି ଆଇନମନ୍ତ୍ରୀ ପ୍ରତାପ ଜେନା ଭିଲ୍ ସେନ ଉପସ୍ଥିତ୍ ଥିଲେ ।

Leave A Reply

Your email address will not be published.