ଇ ବଛର ଜନମ୍ ଦିନ୍ ନାଇଁ ମନାନ ମୁଖ୍ୟମନ୍ତ୍ରୀ

ନବୀନ ନିବାସ ନାଇଁ ଆସିକରି ଗରିବଙ୍କୁ ସାହଯ୍ୟ କରବାକେ କଲେ ନିବେଦନ

0

ଆଏବାର କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନମ୍ ଦିନ୍ । ହେଲେ ଇ ବଛର ମୁଖ୍ୟମନ୍ତ୍ରୀ ଜନମ୍ ଦିନ୍ ନାଇଁ ମନାବାର ଲାଗି ଠାନ୍ ନେଇଛନ୍ । କରୋନା କାଲନେ ଜନମ୍ ଦିନ୍ ନାଇଁ ମନାବାର ଲାଗି କହିଛନ୍ ମୁଖ୍ୟମନ୍ତ୍ରୀ । ଫି ବଛର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଝନାବାର ଲାଗି ନବୀନ ନିବାସକେ ତାଙ୍କର ଶୁଭେଚ୍ଛୁ ପୁହୁଞ୍ଚିଥିସିନ୍ । ହେଲେ କରୋନା ସଂକ୍ରମଣର ଡର ରହିଛେ । ଓଡ଼ିଶାବାସୀଙ୍କର ସୁରକ୍ଷାକେ ଆଖି ଆଗାଡେ ରଖିକିନା ଜନମ୍ ଦିନ ପଲନକେ ବାରଣ କରିଛନ୍ ମୁଖ୍ୟମନ୍ତ୍ରୀ । ଗଲା ଆଠ ମାସ ହେଲା କୋଭିଡ ଲାଗି ରାଏଜବାସୀ ଖରାପ ସମିୟା ଦେଇକରି ଯାଉଛନ୍ । ନବୀନ ନିବାସ ନାଇଁ ଆସିକରି ଗରିବ ଲୁକଙ୍କୁ ସାହାଯ୍ୟ କରବାର ସାଙ୍ଗେ ରକ୍ତ ଦାନ କରବା ଆର ପ୍ଲାଜମା ଦାନ ଲାଗି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ ।

Leave A Reply

Your email address will not be published.