ରେଞ୍ଜରକୁଁ କରାଗଲା ବାହାର୍‌

ବାରମ୍ବାର ହାତୀ ମରୁଥିବାର ଘଟନାକେ ନେଇକରି ସମ୍ବଲପୁର ଡିଏଫଓ ନିଲମ୍ବନ କଲେ ରେଞ୍ଜରକୁଁ

0

ସମ୍ବଲପୁର ଜିଲ୍ଲା ଯୁଜୁମୁରା ଅଂଚଲନେ ହାତୀ ମରବାର ଘଟନା ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ୍ । ଇ ଅଂଚଲନେ ବାରମ୍ବାର ହାତୀ ମାନକଁର ମୃତ୍ୟୁ ହେଉଥିବାରନୁ ରେଞ୍ଜର ଗୌରୀ ଦାଶକୁଁ ନିଲମ୍ବନ କରାଯାଇଛେ । ସମ୍ବଲପୁର ଡିଏଫଓ ଡ. ସଞ୍ଜିତ୍ କୁମାର ରେଞ୍ଜରକୁଁ ନିଲମ୍ବନ୍ କରିଛନ୍ । ଗୁଟେ ବଛର ଭିତରେ ଇ ବନଖଣ୍ଡନେ ୪ଟା ହାତୀକଁର ଜୀବନ୍ ଗଲାନ୍ । ଦାୟିତ୍ୱନେ ତିବାର ରେଞ୍ଜରକଁର ଲାଗି ହାତୀ ମରୁଥିବାର କୁହାଯାଉଛେ । ଇ ଘଟନାନେ କେନସି କାର୍ଯ୍ୟାନୁଷ୍ଠାନ୍ ନାଇଁ ନିଆଯାଉଥିବାର ବେଲକେ ରେଞ୍ଜରକୁଁ ନିଲମ୍ବନ୍ କରାଯାଇଛେ ।

Leave A Reply

Your email address will not be published.