ଜିତେନ୍ଦ୍ରିୟକୁଁ ହଲଧରକଁର ଗାଲି !

କବି ହଲଧର ନାଗକଁର ସୁରକେ ନକଲ କରିକିନା ଜିତେନ୍ଦ୍ରୀୟ ହରିପାଲକୁଁ ଗାଲି, ଅଡିଓ ଭାଇରାଲ

0

ଗାୟକ ଜିତେନ୍ଦ୍ରିୟ ହରିପାଲକୁଁ କେହି ଜନେ କବି ହଲଧର ନାଗକଁର ସୁରର ନକଲ୍ କରିକିନା ଗାଲି ଦେଇଥିବାର ନେଇକରି ଗାଲି କରୁଥିବାର ଗୁଟେ ଅଡିଓ ଭାଇରାଲ ହେଇଛେ । ଏନ୍ତା ଘଟନା ଉତାରୁ ପଦ୍ମଶ୍ରୀ କବି ହଲଧର ନାଗ ଇତାର ପ୍ରତିକ୍ରିୟା ରଖିଛନ୍ । ହଲଧର କହିଛନ୍ କି ଜିତେନ୍ଦ୍ରିୟକୁଁ ସେ ଭାଇ ଲେଖେଁ ଦେଖସନ୍ ଆରୁ ଦୁହିକଁର ଭିତରେ କେନସି ମତାନ୍ତର ଭିଲ୍ ନାଇଁନ । ରଏବାର ଘେଁସନେ ହଲଧରକୁଁ ଭେଟିଥିଲେ ଜିତେନ୍ଦ୍ରିୟ । ଅଡିଓ ଭାଇରାଲ ଘଟନାନେ ଦୁହିଜନ ହସିକରି ଉଡେଇ ଦେଇଥିବାର କହିଛନ୍ । ଦୁହେଁ ଦୁହିଁକୁଁ ଧରିକରି ଫଟୋ ଉଠାବାର ସାଙ୍ଗେ ବହୁତ୍ ସମିଆଁ ତକ୍ କଥା ବାର୍ତ୍ତା ହେଇଥିଲେ ବଲି ହଲଧର ନାଗ କହିଛନ୍ । ବରଗଡ଼ ଜିଲ୍ଲା ଅମ୍ବାଗନା ଅଂଚଲର କେହି ଜନେ ଯୁଆନ୍ ଦୁଇ ତିନ୍ ଥର ହେଲା ହଲଧରକଁର ସୁରର ନକଲ କରିକିନା ଏନ୍ତା କାଣ୍ଡ କରିଥିବାର ଅଭିଯୋଗ ହେଇଛେ । ଘଟନାନେ କାହାର ସମ୍ପୃକ୍ତି ଅଛେ ଆର କାଣା ହେଲା ଯେ ସେ ଏନ୍ତା କାମ୍ କରୁଛେ ସେ ବାବଦେ ତଦନ୍ତ ହେବାର ଜରୁରୀ ବଲି କହିଛନ୍ ହଲଧର ନାଗ୍ ।

Leave A Reply

Your email address will not be published.