Browsing Tag

biramitrapur

ମାହାଲିଆନେ ପାତଲଘଣ୍ଟା

ମାହଲିଆନେ ଦେଇ ଦେଉଥିଲେ ପାତଲଘଣ୍ଟା । ବିକରି ତ ହେବାର ନାଇଁ । ରଖି କରି ହେଲେ କାଁ କରିଥିତେ । ସବୁ ଯାହା ଆନିଥିଲେ ବିକବାର୍ ଲାଗି ସବୁକେ ବାଣ୍ଟିଦେଲେ । ଏନ୍ତା ଗୁଟେ ଘଟନା ଦେଖବାରକେ ମିଲିଥିବାର୍ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଗାଁନେ । ବନେ ଧାର ଉଧାର କରି ଚାଷ୍ କରିଥିଲେ ଚାଷୀ ।…