ହୀରାକୁଦନେ ହେବା ‘ଇକୋ ରିଟ୍ରିଟ୍‌’

0

ଇ ବଛର ପହେଲା ଥର ଲାଗି ସମ୍ବଲପୁରର ଜମାଦାରପାଲି ଏୟାର୍‌ଷ୍ଟ୍ରିପ୍‌ ପାସେଥିବାର ବଲବସପୁରର ହୀରାକୁଦ ଡେମ୍‌ ପାସେ ‘ଇକୋ ରିଟ୍ରିଟ’ କରାଯିବା । ରାଜ୍ୟ ପର୍ଯ୍ୟଟନ୍‌ ବିଭାଗ ଆଡୁ ଗଲା ବଛର କୋଣାର୍କ ମେରିନ୍‌ ଡ୍ରାଇଭ୍‌ନେ ଇକୋ ରିଟ୍ରିଟ୍‌କେ ବହୁତ୍‌ ପ୍ରସଂଶା ମିଲିଥିବାର ବେଲେ ଇ ବଛର ହୀରାକୁଦ ସାଙ୍ଗେ ଆର୍‌ ୫ଟା ଯାଗାନେ ଭିଲ୍‌ ଇକୋ ରିଟ୍ରିଟ୍‌ କରାଯିବା ବୋଲି ରାଜ୍ୟସରକାର ସୁଚନା ଦେଇଛନ । ଡିସେମ୍ବର ପହେଲାନୁ ଫେବୃଆରୀ ୨୮ତକ୍‌ ତିନମାସ ଧରିକରି ଇଟା ଚାଲବା ବୋଲି ପର୍ଯ୍ୟଟନ୍‌ ବିଭାଗ ନର୍ଦ୍ଦେଶକ ସଚିନ୍‌ ଆର୍‌ ଯାଦବ୍‌ କହିଛନ ।

ଇକୋ ରିଟ୍ରିଟ୍‌ନେ ପର୍ଯ୍ୟଟକ୍‌ ମାନ୍‌ଙ୍କର ଲାଗି ସବୁ ପ୍ରକାରର ସୁବିଧା ଯନେତାକି ରହେବାର ଲାଗି କଟେଜ୍‌, ରେସ୍ତୋରଁ, କୋନ୍‌ଭେସନ୍‌ ହଲ୍‌ କରାଯିବା ଆର୍‌ ତାର ସାଙ୍ଗେ ଲୋକମାଙ୍କ୍‌ର ମନୋରଞ୍ଜନ ଲାଗି ୱାଟର ରାଇଡସ୍‌ ,ଜେଟ୍‌ ସ୍କି , ବନାନା ରାଇଡ୍‌ , ବୋଟିଂ ଭିଲ କରାଯିବା । ଇତାର ଛଡା ଦେବ୍ରିଗଡ୍‌ ଫରେଷ୍ଟ ସଫାରି ,ରୋପ ୍‌ୱେ ରାଇଡ୍‌ ର ଭିଲ୍‌ ମଜା ନେଇ ପାରବେ ପର୍ଯ୍ୟଟକ୍‌ । ହେଲେ ଇତାର ଲାଗି ପର୍ଯ୍ୟଟନ ବିଭାଗ ଆଡୁ ବୁକିଂ ସିଷ୍ଟମ୍‌ ଭିଲ୍‌ ବହୁତ୍‌ ଜଲଦ୍‌ି ଆରମ୍ଭ କରାଯିବା ବୋଲି ଜନାପଡିଛେ ।

Leave A Reply

Your email address will not be published.