ବଜେଟ୍‌ନେ ଓଡିଶା ର୍ ବିକାଶ୍

0

ସଂସଦ୍ ନେ ହେଇଥିବାର୍ ୟୁନିଅନ୍ ବଜେଟ୍ ୨୦୨୧-୨୦୨୨ର ଉପସ୍ଥାପନା ନେ ଓଡିଶାର୍ ଭିତ୍ତିଭୂମି ବିକାଶ୍ ଆର୍ ନୀଳାଚଳ ଇସ୍ପାତ୍ ଇତ୍ୟାଦି ବିଷୟ୍ ଉପ୍‌ରେ କହିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡିଶାର୍ ଭିତ୍ତିଭୂମି ବିକାଶ୍ ସାଙ୍ଗେ ନୀଳାଚଳ ଇସ୍ପାତ୍ ର୍ ପୂଞ୍ଜି ପ୍ରତ୍ୟାହାର୍ ପ୍ରକ୍ରିୟା ୨୦୨୧-୨୨ ନେ ଶେଷ୍ କରାଯିବା ବଲିକରି କହିଛନ୍ ସୀତାରମଣ । ସେନ୍ତା ଦେଶର୍ ୫ ଟା ଅଂଚଳ କେ ମାଛ ଉତ୍ପାଦନ୍ ର କେନ୍ଦ୍ର ହିସାବେ ବଛା ଯାଇଥିବାର୍ ବେଲେ ସେଭିତ୍‌ରେ ପାରାଦ୍ୱୀପ୍ କେ ବି ଗୁଟେ ହବ୍ ହିସାବେ ତାର୍ ବିକାଶ୍ କରାଯିବା ଆର୍ ସେଟା ଗୁଟେ ମଡର୍ଣ୍ଣ ଫିସିଂ ହବ୍ ହେବା ।

ରେଳ କରିଡର୍ ପ୍ରକଲ୍ପ ନେ ଖଡଗପୁର୍ , ବିଜୟୱାଡା ରେଲ କରିଡର୍ ଓଡିଶା ଦେଇକରି କରାଯିବା ବଲିକରି ଘୋଷଣା କରାଯାଇଛେ । ବଜେଟ୍ କେ ଦେଖିକରି ଓଡିଶାର୍ ମୁଖ୍ୟମନ୍ତ୍ରୀ କହିଛନ୍ ବଜେଟ୍ ର ଗୁଟେ ଭଲ୍ ଦିଗ୍ ରହିଛେ ଯେନଟା ଆତ୍ମନିର୍ଭର୍ ଭାରତ କେ ଗୁଟେ ଭଲ୍ ଦିଗେ ନେବାର୍ ଥି ସହାୟକ୍ ହେବା ।

Leave A Reply

Your email address will not be published.