ଦେଶ ବାହାରୁ ଆସୁଥିବାର୍ ଯାତ୍ରୀ ମାନେ ଦେଖାବେ ନେଗେଟିଭ୍ ରିପୋର୍ଟ

0

ଦେଶେ କରୋନା ସଂକ୍ରମଣ ଆର୍ ଥରେ ବଢବାର୍ କେ ଲାଗୁଛେ । ସେଥିର୍ ଲାଗି ଏୟାର୍ ଇଣ୍ଡିଆ ଆଡୁ କେତେଟା ଗାଇଡଲାଇନ୍ ଜାରି କରାଯାଇଛେ । ଦେଶ ବାହାରୁ ଆସୁଥିବାର୍ ଯାତ୍ରୀ ମାନେ ଯାତ୍ରା କର୍‌ବାର୍ ଆଗରୁ ନିଜର୍ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାବେ । ଆର୍ ସେଥିର୍ ଲାଗି ଭାରତ୍ କେ ଆସୁଥିବାର୍ ଯାତ୍ରୀ ମାନକଁର୍ ଯାତ୍ରାର୍ ୭୨ ଘଣ୍ଟା ଆଗରୁ ତାକଁର୍ କରୋନା ନେଗେଟିଭ୍ ରିପୋର୍ଟ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ର ପୋର୍ଟାଲ୍ ଥି ଅପଲୋଡ କରିକେ ପଡବା । ଆର୍ ତାର ସାଙ୍ଗେ ଯାତ୍ରୀ ମାନକୁଁ ଆରୋଗ୍ୟ ସେତୁ ଆପ୍ ର୍ ଡାଉନଲୋଡ ଆର୍ ଇନ୍‌ଷ୍ଟଲ୍ କର୍‌ବାର୍ ଲାଗି ପରାମର୍ଶ ଦିଆଯାଇଛେ ।

Leave A Reply

Your email address will not be published.