ଟିକା ଉତ୍ସବନେ ଟିକା ଅଭାବ

0

ରାଜ୍ୟନେ ବେକାବୁ କରୋନା । ଦିନକିଆ ୩ ହଜାର ଉପରେ ନୂଆଁ କେସ୍ ବାହାରୁଛେ । ପଶ୍ଚିମ ଓଡ଼ିଶା ଇହାଦେ କରୋନା ହବ୍ ବନିଛେ । ସୁନ୍ଦରଗଡ଼ ଜିଲ୍ଲା କରୋନା ସଂକ୍ରମଣନେ ଆଗାଡେ ରହିଥିବାର ବେଲକେ ବଲାଙ୍ଗିର, ନୂଆପଡ଼ା, ସମ୍ବଲପୁର ବରଗଡ଼ ଲେଖେଁ ଜିଲ୍ଲା ମାନକେ କରୋନା ଆକ୍ରାନ୍ତକଁର ସଂଖ୍ୟା ତିନଟା ଅଙ୍କନେ ହିଁ ଦେଖବାର ଲାଗି ମିଲୁଛେ । ଇସବୁ ଭିତରେ ଟିକାକରଣ ଉତ୍ସବ ଚାଲିଥିବାର ବେଲକେ ଟିକା ହିଁ ଅଭାବ୍ ରହିଛେ । ବହୁତ୍‌ଟେ ଟିକା କେନ୍ଦ୍ରନେ ଟିକା ସରିଯାଇଥିବାର ବେଲକେ କିଛିଟା ଜାଗାନେ ତାଲା ଝୁଲୁଥିବାର ଦେଖବାର ଲାଗି ମିଲୁଛେ । ନୂଆପଡା ଜିଲ୍ଲାନେ କରୋନା ଆକ୍ରାନ୍ତକଁର ସଂଖ୍ୟା ହୁ ହୁ ହେଇକରି ବଢୁଛେ ସେଆଡେ କରୋନା ଟିକାର ଅଭାବ୍ ଦେଖବାର ଲାଗି ମିଲିଛେ । ଟିକାକରଣ ଉତ୍ସବନେ ଟିକା ଅଭାବ ଥିବାର ବେଲକେ କେନ୍ତା କାଣା ଚାଲିଛେ ଟିକାକରଣ ଜାନମା ପହରାର ଇ ଭିଡିଓନେ ।

Leave A Reply

Your email address will not be published.