Browsing Tag

boudh cotton mandi

ବୌଦ୍ଧନେ ନାଇଁ ଖୁଲଲା କପାମଣ୍ଡି, ଚାଷୀ ନିରାଶ୍‌

ବୌଦ୍ଧ ମନମୁଣ୍ଡା ଆରଏମସିନେ ନାଇଁ ଖୁଲଲା କପା ମଣ୍ଡି । ଜିଲ୍ଲା ପ୍ରଶାସନ ଆଡୁ କପା ଚାଷୀକଁର ସୁବିଧା ଲାଗି କପା ମଣ୍ଡି ଖୁଲବାର ନେଇକରି ଗଲା ୧ ତାରିଖନେ ଘୁଷନା କରାଯାଇଥିଲା । ଫି ଗୁରୁବାର କପା ମଣ୍ଡିକେ ଚାଷୀ କପା ଆନିକରି ବିକି ପାରବେ ବଲିକରି କୁହାଯାଇଥିଲା । ହେଷଳ ଚାଷୀ ମଣ୍ଡି ଆସିକରି…

ବୌଦ୍ଧ କପାଚାଷୀକଁର ଲାଗି ଖୁସି ଖବର

ବୌଦ୍ଧ ଜିଲ୍ଲାନେ ପହେଲାକରି ଖୁଲବାକେ ଯାଉଛେ କପାମଣ୍ଡି । ଜିଲ୍ଲାର ମନମୁଣ୍ଡା ଆରଏମସି ମଣ୍ଡିନେ ଖୁଲିଥିବାର କପାମଣ୍ଡି ଫି ଗୁରୁବାର ଖୁଲାଯିବା । ଇଟା ନେଇକରି କୃଷି ବିଭାଗ, ଆରଏମସି ଆରୁ ଜିଲ୍ଲା ପ୍ରଶାସନ ଉଚ୍ଚ ଅଧିକାରୀମାନକଁର ବୈଠକନେ ମଙ୍ଗଲବାର ନିଷ୍ପତ୍ତି ନିଆଯାଇଥିବାର ସୂଚନା ଦେଇଛନ୍…